ରଣଜୀ ଟ୍ରଫିରେ ଜମ୍ମୁ-କାଶ୍ମୀରର ଦମଦାର ଆରମ୍ଭ
ରଣଜୀ ଟ୍ରଫିରେ ପୁଣି ଜମ୍ମୁ-କାଶ୍ମୀରର ଦମଦାର ପ୍ରଦର୍ଶନ । ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରୁ ହିଁ ବୋଲିଂରେ କମାଲ୍ ଦେଖାଇଛି ଦଳ । ଘରୋଇ ପଡ଼ିଆରେ ମଧ୍ୟପ୍ରଦେଶକୁ ମାତ୍ର ୧୯୬ ରନ୍ରେ ଅଲ୍ଆଉଟ୍ କରି ଦୃଢ଼ ସ୍ଥିତିରେ ଜମ୍ମୁ-କାଶ୍ମୀର । ଆଉ ଏହି ସଫଳତାର ମୁଖ୍ୟ ନାୟକ ସାଜିଛନ୍ତି ଦ୍ରୁତ ବୋଲର…
Read More...
Read More...