ଭୁବନେଶ୍ୱର : ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ | ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷତାରେ ବସିବ କ୍ୟାବିନେଟ ବୈଠକ | ଲୋକସେଵ ଭବନ ରେ ବସିବ ବୈଠକ | ଅନେକ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ବାଜିବ ପାରେ ମୋହର | ନୂଆ ନିଷ୍ପତ୍ତି ଅନୁଯାଇ ବସିବ କ୍ୟାବିନେଟ | ଏଣିକି କ୍ୟାବିନେଟ ରେ ବସିବେନାହିଁ ସଚିବ |