ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡ

ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ରେକର୍ଡ । ଭାରତ ଏ ବନାମ ଶ୍ରୀଲଙ୍କା ଏ ମଧ୍ୟରେ ଖେଳାଯାଉଥିବା ଟ୍ରାଇ ସିରିଜ୍ ଫାଇନାଲରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଛି । ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ କରିଛନ୍ତି ୧୫ ବର୍ଷୀୟ ବୈଭବ । ୧୧ ବଲରେ ଦ୍ରୁତ…
Read More...

ପରକୀୟା ପ୍ରୀତି ସନ୍ଦେହରୁ ଅତି ବର୍ବର ଓ ଲଜ୍ଜାଜନକ ଘଟଣା

ପରକୀୟା ପ୍ରୀତି ସନ୍ଦେହରୁ ଅତି ବର୍ବର ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ବାନ୍ଧି ନିର୍ମମ ଭାବେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଛତିଶଗଡ଼ର ସୁରଜପୁର ଜିଲ୍ଲାରେ ଘଟିଛି । ପୀଡ଼ିତାଙ୍କ…
Read More...

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍ ରାକେଶ ପଣ୍ଡା

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଡେଲାଙ୍ଗ ଫରେଷ୍ଟର ରାକେଶ ପଣ୍ଡା । ଏକ ଜଙ୍ଗଲ ଜମି ଉପରଦେଇ ନିଜ ଜାଗାକୁ ଯିବାପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ସହ ତାଙ୍କୁ ଗିରଫ କରିଛି ପୁରୀ ଭିଜିଲାନ୍ସ ଟିମ । ବର୍ତ୍ତମାନ ସୁଦ୍ଧା ଅଧିକ ଖୋଳତାଡ଼ ଜାରି…
Read More...

ସଡ଼କ ଦୁର୍ଘଟଣାରୁ ଅ‌ଳ୍ପକେ ରକ୍ଷା ପାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅଳ୍ପକେ ବର୍ତ୍ତିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ଏକ ସଡ଼କ ଦୁର୍ଘଟଣାରୁ ଅ‌ଳ୍ପକେ ରକ୍ଷା ପାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ବାସ୍ଥ୍ୟମନ୍ତ୍ରୀ ଅପରାହ୍ନରେ ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ ୪୯ନଂ ଜାତୀୟ ରାଜପଥର କେନ୍ଦୁଝର ତେଲକୋଇ ଥାନା ଅଧୀନ ଜଗମୋହନପୁର ଛକରେ…
Read More...

୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଲା ଭିଜିଲାନ୍ସ ବିଭାଗ

ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ । ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ) ଶୈଳବାଳା ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଧରିଛି । ମତ୍ସ୍ୟ ପୋଖରୀ ଯୋଜନାର ଜଣେ…
Read More...

ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର

ରାସ୍ତାକଡ଼ ବ୍ୟବସାୟୀ (ଷ୍ଟ୍ରିଟ୍ ଭେଣ୍ଡର)ମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହେଉଥିବା ତିନୋଟି ଋଣ ପର୍ଯ୍ୟାୟର ହାଇପୋଥିକେସନ୍ ଚୁକ୍ତିପତ୍ର ଉପରେ ଲାଗୁଥିବା…
Read More...

ବାଲିଯାତ୍ରା ତଳପଡ଼ିଆ ସ୍ଥିତ କଟକ-ଇନ୍-କଟକରେ ଧୁମଧାମରେ ପାଳନ ହେବ ଓଡ଼ିଶାର ଗଣପର୍ବ ରଜ

ବାଲିଯାତ୍ରା ତଳପଡ଼ିଆସ୍ଥିତ କଟକ-ଇନ୍-କଟକରେ ଧୁମଧାମରେ ପାଳନ ହେବ ଓଡ଼ିଶାର ଗଣପର୍ବ ରଜପର୍ବ । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଆସନ୍ତା ୧୪ ରୁ ୧୬ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ବିଜୁ ଭବନସ୍ଥିତ କମିସନର୍‌ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ…
Read More...

୩୫ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜଳଛାୟା ସଂଯୋଜିକା

ଲାଞ୍ଚ ନେଇ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଜଳଛାୟା ମିଶନ ର ମନରେଗା ଯୋଜନା ସଂଯୋଜିକା ପ୍ରିୟଙ୍କା ଜେନା । ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାବୁଆଣୀ । ଅଭିଯୋଗ ଅନୁଯାୟୀ ମେଦିନୀପୁରର ଚାଷୀ ଜାଭେଦ ଅନସାରୀ ଏବଂ ତାଙ୍କ ଭାଇଙ୍କ ଜମିରେ ୨…
Read More...

ଆନନ୍ଦପୁରରେ ଆତଙ୍କ ଖେଳାଇଛି ବଣୁଆ ଦନ୍ତା

ଆନନ୍ଦପୁରରେ ଆତଙ୍କ ଖେଳାଇଛି ଏକ ବଣୁଆ ଦନ୍ତା । ପ୍ରଥମେ ଆନନ୍ଦପୁର ସହର ମଧ୍ୟରେ ସକାଳୁ ଦେଖିବାକୁ ମିଳିଥିଲା ହାତୀ । ପରେ ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀ ବୁଲୁଛନ୍ତି । ସକାଳୁ ଆନନ୍ଦପୁର ସିନେମା ହଲ ନିକଟରେ ଥିବା ଆମ୍ବ…
Read More...

ଜଙ୍ଗଲରେ ପଡିଛି ଅଣ୍ଡିରା ଶାବକ ହାତୀର ମୃତ ଦେହ

ଦେବଗଡ଼ ଜିଲ୍ଲା-ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର । ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ପାଖ ଅଞ୍ଚଳ ହୋଇଥିବାରୁ ୧୮ ଟିକିଆ ହାତୀପଲ କୁଣ୍ଢେଇଗୋଳା ଅଞ୍ଚଳକୁ ପଳାଇ ଆସିଥିଲେ । ହେଲେ କୌଣସି କାରଣରୁ ଏହି…
Read More...