ପ୍ରଥମ ଟେଷ୍ଟ ପୂର୍ବରୁ ଶୁବମନ ଗିଲ୍ ଙ୍କ ବଡ ଘୋଷଣା

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା। ନଭେମ୍ବର ୧୯ରୁ ୱେଲିଂଟନରେ ଆରମ୍ଭ ହେବ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ସୁହାଉଥିବା ପରିବେଶରେ ଭାରତ ମଧ୍ୟ ଆପଣାଇବ ଫାଷ୍ଟ ବୋଲିଂ ରଣନୀତି। ଚାରି ଜଣ ଦ୍ରୁତ…
Read More...

ମନ୍ତ୍ରୀ ଅର୍ଜୁନଙ୍କ ଠାରୁ ଅଲଗା ହେଲେ ପତ୍ନୀ ଡେଜି ମାର୍ଟିନ

ଦୀର୍ଘ ୧୪ ବର୍ଷର ସଂପର୍କରେ ଫାଟ । ଶେଷରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ମନ୍ତ୍ରୀ ଆଧବ ଅର୍ଜୁନ ଓ ପତ୍ନୀ ଡେଜି ମାର୍ଟିନ। ଡେଜି ଆଜି ନିଜେ ଅର୍ଜୁନଙ୍କ ଠାରୁ ଅଲଗା ହେବା ସମ୍ପର୍କରେ ଘୋଷଣା କରିଛନ୍ତି। ତେବେ ଅର୍ଜୁନ ଏ ସମ୍ପର୍କରେ…
Read More...

ଆଇସିସି ଚେୟାରମ୍ୟାନ୍ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଜୟ ଶାହ

ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପୁଣି ଜୟ ଶାହଙ୍କ ଦବଦବା। ଆଇସିସି ଚେୟାରମ୍ୟାନ୍ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ଓ କମିଟି ବୈଠକରେ ସମସ୍ତ ଡାଇରେକ୍ଟର ତାଙ୍କ ନାମକୁ ସମର୍ଥନ ଜଣାଇଥିଲେ।…
Read More...

ବିଗ୍ ବି ସୋସିଆଲ୍ ମିଡିଆରେ ପୋଷ୍ଟ କରିଲେ ‘ବଚ୍ ଗୟେ’

ବଞ୍ଚିଗଲେ ବଚ୍ଚନ, ଏମିତି କିଛି ମନ୍ତବ୍ୟ ରଖିଛନ୍ତି ବଲିଉଡର ମହାନାୟକ ବିଗ୍ ବି- ଅମିତାଭ ବଚ୍ଚନ। ଏନେଇ ସେ ନିଜ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି କି, ‘ବଚ୍ ଗୟେ’। ନା ତା ଆଗକୁ କିଛି ଲେଖିଛନ୍ତି, ନା ଆଉ କିଛି ସ୍ପଷ୍ଟ କରିଛନ୍ତି। ଆଉ ଯାହାକୁ ନେଇ ସୋସିଆଲ୍ ମିଡିଆରେ ଉଠୁଛି…
Read More...

ଡବ୍ଲ୍ୟୁଟିଏ ଫାଇନାଲ୍ସ ଟ୍ରଫି ହାତେଇଲେ ମୀରା ଆନ୍ଦ୍ରିଭା

ଟେନିସ୍‌ ଜଗତରେ ନୂଆ ଇତିହାସ ରଚିଲେ ରୁଷୀୟ ତାରକା ମୀରା ଆନ୍ଦ୍ରିଭା। ଡବ୍‌ଲ୍ୟୁଟିଏ ଫାଇନାଲ୍ସ ଏକକ ବର୍ଗରେ ଚାମ୍ପିୟନ ହୋଇ ହାତେଇଛନ୍ତି ଟ୍ରଫି। ଫାଇନାଲ୍‌ ମୁକାବିଲାରେ ୟୁକ୍ରେନ୍‌ର ଏଲିନା ସ୍ୱିତୋଲିନାଙ୍କୁ ସିଧାସଳଖ ୭-୫, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି ଆନ୍ଦ୍ରିଭା। ଏହି ବିଜୟ ସହ…
Read More...

୧୧ ବର୍ଷ ପରେ ପଡ଼ିଆକୁ ଫେରିଲେ ରୋନାଲଡିନୋ

ଫୁଟ୍‌ବଲ୍ ପଡ଼ିଆକୁ ପୁଣି ଫେରିଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍ ରୋନାଲଡିନୋ। ୪୬ ବର୍ଷ ବୟସରେ ପ୍ରତିଯୋଗିତାମୂଳକ ଫୁଟ୍‌ବଲ୍‌କୁ ତାଙ୍କର ଏହି ପ୍ରତ୍ୟାବର୍ତ୍ତନକୁ ନେଇ ଫୁଟବଲ୍ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଆଉ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି ତାଙ୍କ ଦଳ…
Read More...

ବାଘୁଣୀ ସହ ସୋଶାଲ ମିଡିଆରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା

ବାଘୁଣୀ ସହ ସୋଶାଲ ମିଡିଆରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା। ଭିଡିଓ ଶୁଟିଂ ପାଇଁ ଜନ୍ତାରୁ ବାହାରିଥିବା ବାଘୁଣୀ ଜଣେ କିଶୋରଙ୍କୁ ଝୁଣି ମାରି ଦେଇଛି। ସୋଶାଲ ମିଡିଆରେ ସକ୍ରିୟ ଜଣେ ବ୍ୟକ୍ତିଙ୍କ କଥାରେ ବାଘୁଣୀଙ୍କୁ ଜନ୍ତାରୁ ବାହାର କରାଯିବା ପରେ ଏପରି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌…
Read More...

ହନିଟ୍ରାପରେ ଫସି ପାକିସ୍ତାନକୁ ସବୁ ତଥ୍ୟ ଦେଇ ଦେଲେ ସେନା ଅଧିକାରୀ

ଲଙ୍ଗଳା ଫଟୋ ଦେଖି ଲୋଭେଇ ଗଲେ, ପାକିସ୍ତାନକୁ ସବୁ ତଥ୍ୟ ଦେଇ ଦେଲେ ସେନା ଅଧିକାରୀ । ପାକିସ୍ତାନର ହନିଟ୍ରାପରେ ଫସିଛନ୍ତି ଜଣେ ବାୟୁସେନା ଅଧିକାରୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ବା ଆଇଏସଆଇର ଜଣେ ସଦସ୍ୟ ପଠାଇଥିବା ଲଙ୍ଗଳା ଫଟୋ ଦେଖି ଅଧିକାରୀ ଜଣଙ୍କ ଲୋଭେଇ ଯାଇଛନ୍ତି । ଆଉ ଅଧିକ କିଛି…
Read More...

ଡିଜେ ଶବ୍ଦରେ ଚାଲିଗଲା ନବଜାତ ଶିଶୁର ଜୀବନ

ଡିଜେର ଉତ୍କଟ ଶବ୍ଦକୁ ସହି ପାରିଲାନି ୨୦ ଦିନର ନବଜାତ ଶିଶୁ କନ୍ୟା। ଚାଲିଗଲା ପ୍ରାଣ । ଏମିତି ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବାଲ୍ଲିଆ ଜିଲ୍ଲାର ମନିୟାର ଥାନା ମୁଦିୟାରୀ ଗାଁରୁ। ଏକ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଘଟିଛି ଏହି ଘଟଣା। ମୃତ ଶିଶୁର ଘର ବାହାରେ ଅଟକି ରହିଥିଲା…
Read More...

ଡବ୍ଲ୍ୟୁଟିଏ ଫାଇନାଲ୍ସରେ ଆନ୍ଦ୍ରିଭା-ସ୍ବିତୋଲିନା ଟକ୍କର

ଚଳିତ ବର୍ଷର ଶେଷ ଟେନିସ ମହାସମର ଡବ୍‌ଲ୍ୟୁଟିଏ ଫାଇନାଲ୍ସର ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ରୁଷିଆର ୧୯ ବର୍ଷୀୟ ତାରକା ମୀରା ଆନ୍ଦ୍ରିଭା ଓ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା। ସେମିଫାଇନାଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲ୍‌ ଟିକେଟ୍‌ ହାତେଇଛନ୍ତି ଉଭୟ ଖେଳାଳି। ପ୍ରଥମ…
Read More...