ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି

ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ  ଘୋଷଣା କରିଛି। ମ୍ୟାକେର ଗ୍ରେଟ୍ ବ୍ୟାରିୟର ରୀଫ୍ ଆରିନାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟ୍ରେଭିସ୍ ହେଡ୍‌ଙ୍କ ସହ ମ୍ୟାଟ୍ ରେନଶ’ ଓପନିଂ କରିବେ। ଓପନର ରେନଶ’ ଚୂଡାନ୍ତ…
Read More...

ପନିର ନାଁରେ ବିଷ ବିକ୍ରି ଅଭିଯୋଗ

ପନିର ଖାଉଥିଲେ ସାବଧାନ ! ଆପଣ ଖାଉଥିବା ପନିର ଅସଲି ନୁହଁ । ବଜାରରେ ବିକ୍ରି ହେଉଥିବା  ଏହି ଅପମିଶ୍ରିତ ପନିରକୁ ଖାଇଲେ ଶରୀରରେ ଏହା ସ୍ଲୋ ପଏଜନ ଭଳି ହୋଇଥାଏ । ଆଉ ଅଧିକ ଦିନ ଧରି ଏହାକୁ ଖାଇଲେ ଏହାର ନକରାତ୍ମକ ପ୍ରଭାବ ମଧ୍ୟ ଶରୀର ଉପରେ ପଡିବ । ଅପମିଶ୍ରିତ ପନିର ନାଁରେ ନକଲି ସାମଗ୍ରୀ…
Read More...

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ…

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି । ଏହି ଭାରତୀୟ ଯୋଡ଼ି ଗୁରୁବାର ଦିନ ଜାପାନର ସପ୍ତମ ସୀଡ୍ ପ୍ରାପ୍ତ ରିନ୍ ଇଭାନାଗା ଏବଂ କି ନାକାନିଶିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ…
Read More...

ପୁଣି ନମ୍ବର-୧ ହେଲେ ହ୍ୟାରି ବ୍ରୁକ, ବୁମ୍ରାଙ୍କ ଶୀର୍ଷ ସ୍ଥାନ ବଜାୟ

ଆଇସିସିର ସଦ୍ୟତମ ପୁରୁଷ ଟେଷ୍ଟ ରାଙ୍କିଂରେ ପୁଣିଥରେ ନମ୍ବର-୧ ସ୍ଥାନ ଦଖଲ କରିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ହ୍ୟାରି ବ୍ରୁକ। ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ପରେ ତିନିଟି ସ୍ଥାନ ତଳକୁ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ହେଡ୍…
Read More...

ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଗିରଫ

ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ପୋଲିସ  ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରି କଲିକତା ନେଇଛି । ନିର୍ମଳ ୧୧…
Read More...

୯୪୩୭୨୯୨୦୦୦ ନମ୍ବରରେ ହ୍ଵାଟ୍ସଆପ ମେସେଜ କରି ପାଇ ପାରିବେ ରାଜସ୍ବ ସେବା

ଆମ ସାଥି ହ୍ଵାଟ୍ସଆପ ଚାଟବଟ ଜରିଆରେ ରାଜସ୍ବ ବିଭାଗର ୧୭ ସେବାର ଲୋକାର୍ପଣ କଲେ ରାଜସ୍ୱ ମନ୍ତ୍ରୀ । ୯୪୩୭୨୯୨୦୦୦ ନମ୍ବରରେ ହ୍ଵାଟ୍ସଆପ ମେସେଜ କରି ପାଇ ପାରିବେ ରାଜସ୍ବ ସେବା । ପୂର୍ବରୁ ୧୧ ଟି ସେବା ଉପଲବ୍ଧ ଥିବା ବେଳେ ଏଣିକି ରାଜସ୍ବର ୧୬ ଟି ସେବା ମିଳିବ । ଆଉ ସରକାରୀ ସୁବିଧା ବାବଦରେ…
Read More...

ଜିଓ ଟାୱାର ରୁ ୧୪୮ ଟି ବ୍ୟାଟେରୀ ଚୋରୀ ଘଟଣାର ପର୍ଦାଫାଶ କରିଛି ପୋଲିସ

ଜିଓ ଟାୱାର ରୁ ୧୪୮ ଟି ବ୍ୟାଟେରୀ ଚୋରୀ ଘଟଣାର ପର୍ଦାଫାଶ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସଡିପିଓ । ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକର ଦୁଇଟି ଜିଓ ଟାୱାର ରୁ ଗତ ଆଠ ତାରିଖ ଦିନ ଦିପ୍ରହର ରେ ପ୍ରାୟ ଆଠ ଜଣ ବ୍ୟକ୍ତି ଜିଓ କମ୍ପାନୀ ର…
Read More...

ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି…

ବିଦେଶର ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଅଭାବ ଯେପରି ଛାତ୍ରଛାତ୍ରୀଙ୍କ ସ୍ୱପ୍ନରେ ବାଧା ନହୁଏ, ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବିଦେଶ ଶିକ୍ଷାବୃତ୍ତି’…
Read More...

ସାପ କାମୁଡାରେ ସାତ ବର୍ଷର ନାବାଳକର ମୃତ୍ୟୁ

ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ଜଣେ ସାତ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁ ର ଲାଗେସ ମାଝୀ । ସୂଚନା ମୁତାବକ, ଲାଗେସଙ୍କୁ ରାତିରେ ସାପ କାମୁଡିବା ପରେ ତୁରନ୍ତ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି

ତାଳଚେର ଅଞ୍ଚଳରୁ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଖବର ଯାହା ସାମ୍ନାକୁ ଆସିଛି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ସମସ୍ତଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ମୃତ ଯୁବକ ଜଣକ ହେଲେ…
Read More...