ନିଜ ବ୍ୟାଟରେ ପୁଣି ଥରେ କମାଲ ଦେଖାଇଛନ୍ତି ଇଶାନ କିଶନ

ନିଜ ବ୍ୟାଟରେ ପୁଣି ଥରେ କମାଲ ଦେଖାଇଛନ୍ତି ଇଶାନ କିଶନ । ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍ ପକ୍ଷରୁ ଖେଳି ସାଉଥ୍ ଜୋନ୍ ବିପକ୍ଷରେ ଏକ ଦ୍ଵିଶତକ ହାସଲ କରିଛନ୍ତି। ଏହା ସହିତ ଇଷ୍ଟ ଜୋନ୍ ଫାଇନାଲରେ ନିଜର ସ୍ଥିତି ମଜବୁତ କରିନେଇଛି। ଦୁଲୀପ ଟ୍ରଫିରେ ଇଶାନଙ୍କର ଏହା ପ୍ରଥମ ଦ୍ଵିଶତକ। ଏହା…
Read More...

କେଭିନ୍ ପିଟରସନ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ…

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ଙ୍କୁ ଦେଲା ଗୁରୁ ଦାଇତ୍ୱ । ପିଟରସନ୍‌ଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦିନିକିଆ ଏବଂ ଟି୨୦ ଦଳର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି…
Read More...

ରାଜଧାନୀରେ ବରମୁଣ୍ଡା ସ୍ମାର୍ଟ ୟୁଥ୍ ଫୋର୍ସ ଅର୍ଗନାଇଜେସନ୍ ର ୭୧ ଫୁଟ ର ଗଣେଶ ମୂର୍ତ୍ତି ସାଜିବ ଆକର୍ଷଣ

ପାର୍ବଣର ପରଶ ସହ ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ । ସେପ୍ଟେମ୍ବର ୧୪ରେ ପବିତ୍ର ଗଣେଶ ପୂଜା । ଗଜାନନଙ୍କ ପୂଜାକୁ ନେଇ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱର । ବିଘ୍ନହରତାଙ୍କ ଆଗମନ ଓ ଆରଧନା ପାଇଁ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହେଲାଣି । ମୂର୍ତ୍ତି ତିଆରିରେ କାରିଗର ମଗ୍ନ ଥିବା ବେଳେ ବନ୍ଧା…
Read More...

ଭାରତର ଅଭିଜ୍ଞ ବ୍ୟାଡମିଣ୍ଟନ ସାତ୍ୱିକ ଏବଂ ଚିରାଗ ଯୋଡ଼ି ଚାଇନା ମାଷ୍ଟର୍ସର ଫାଇନାଲ୍‌ରେ

ଭାରତର ଅଭିଜ୍ଞ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ୱିକ ସାଈରାଜ ଏବଂ ଚିରାଗ ଶେଟ୍ଟୀ ଚାଇନା ମାଷ୍ଟର୍ସର ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିନେଇଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍‌ରେ ଏହି ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ୨୧-୧୬, ୧୮-୨୧, ୨୧-୧୧ ରେ ପରାସ୍ତ କରିଛନ୍ତି । ଏହି…
Read More...

ଟିମ୍ ଇଣ୍ଡିଆରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ କ୍ରିକେଟ୍ ଦଳ ପ୍ରସ୍ତୁତି ଜୋରଦାର ଚାଲିଛି । ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ ଆୟର ନେବେ । ସେହିପରି ଭାରତର ପୂର୍ବତନ କ୍ରିକେଟର ଭି.ଭି.ଏସ୍. ଲକ୍ଷ୍ମଣ…
Read More...

ପାଳି ଘୋଷଣା କରିଲା ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଚାପରେ

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ୯ ୱିକେଟ ବିନିମୟରେ ୫୦୩ ରନ କରିବା ପରେ ଟିମ ଇଣ୍ଡିଆ ପାଳି ଘୋଷଣା କରିଥିଲା ।  ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ମାତ୍ର ୮ ରନ୍‌ରେ ୨ଟି ୱିକେଟ୍ ହରାଇ ଚାପରେ ରହିଛି ।…
Read More...

ପୁଣି ଅଧାବାଟରେ ବଗି ଛାଡ଼ି ପଳାଇଲା ଇଞ୍ଜିନ୍

ପୁଣି ଅଧାବାଟରେ ବଗି ଛାଡ଼ି ଇଞ୍ଜିନ୍ ପଳାଇଲା। କିଛି ବାଟ ଯିବା ପରେ ପୁଣି ଫେରି ବଗି ଗୁଡ଼ିକୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛି ଟ୍ରେନ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଅଂଚଳରେ। ରବିବାର ଅପରାହ୍ନ ସମୟରେ ପୁରୁଣାକଟକ-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ ବଲାଙ୍ଗୀର ଷ୍ଟେସନ୍‌ରେ…
Read More...

ପାରାଦୀପ ବନ୍ଦରରେ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ପାରାଦୀପ ବନ୍ଦରରେ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ସୋଗ୍‌ଲାସି ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂପର୍କିତ ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଏମଟି ୟୁନିଟି (ଆଇଏମଓ…
Read More...

୫ ହଜାର ଜୋରିମାନା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୈାରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଏକ ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡରେ ମଧ୍ୟ…
Read More...

ଅଣ୍ଡର-୨୦ ରେସଲିଂ ୱାର୍ଲ୍ଡ ଚାମ୍ପିଅନସିପରେ କାଜଲ ଢୋଚକଙ୍କ ଚମତ୍କାର ପ୍ରଦର୍ଶନ

ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା କାଜଲ ଢୋଚକ । ଅଣ୍ଡର-୨୦ ରେସଲିଂ ୱାର୍ଲ୍ଡ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରି ୭୬ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ମାତ୍ର ୧୮ ବର୍ଷ ବୟସରେ ସେ ଭିନ୍ନ ଭିନ୍ନ ବୟସ ବର୍ଗ…
Read More...