ଟେଷ୍ଟ କ୍ରିକେଟକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଷ୍ଟାର୍ ପେସର୍ ଜସପ୍ରୀତ ବୁମ୍ରା

ଟେଷ୍ଟ କ୍ରିକେଟକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଷ୍ଟାର୍ ପେସର୍ ଜସପ୍ରୀତ ବୁମ୍ରା। ମଇଦାନକୁ ଓହ୍ଲାଉ ଓହ୍ଲାଉ ନିଜର ଘାତକ ବୋଲିଂର ଝଲକ ଦେଖାଇଛନ୍ତି ବୁମ୍ରା। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଓଭରରେ ହିଁ ୱିକେଟ୍ ନେଇ ପ୍ରତିପକ୍ଷ ଶିବିରରେ ଆତଙ୍କ ଖେଳାଇ…
Read More...

ବୁଲଡୋଜର ନେଇଗଲା ବିଜେପି ନେତାଙ୍କ ପୁଅର ଜୀବନ

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ପିଡିଏ ରଥଯାତ୍ରା ସମୟରେ ଜଣେ ୧୪ ବର୍ଷୀୟ ପିଲାର ଜୀବନ ଚାଲି ଯାଇଛି। ଗୋରଖପୁରରେ ଅଖିଲେଶ ଯାଦବ କରୁଥିବା ରାଲିରେ ସାମିଲ ଗୋଟିଏ ବୁଲଡୋଜର ଧକ୍କାରେ ନାବାଳକର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ପ୍ରାଣ ହରାଇଥିବା ନାବାଳିକ ଜଣଙ୍କ ଉତ୍ତର ପ୍ରଦେଶର…
Read More...

ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡର ଐତିହାସିକ ବିଜୟ

ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡର ଐତିହାସିକ ବିଜୟ। ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଦିନିକିଆ ସିରିଜ୍ ଜିତିନେଇଛି ଇଂଲଣ୍ଡ। ନିର୍ଣ୍ଣାୟକ ମୁକାବିଲାରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୯୭ ରନ୍‌ରେ ହରାଇ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତିଛି ହ୍ୟାରି…
Read More...

ଟ୍ରମ୍ପ ଓ ଜିନପିଙ୍ଗଙ୍କ ପାଖକୁ ଆସି ହାତ ମିଳାଇଲେ ପୁଟିନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିଟ ପୁଟିନ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମଥର ଏକାଠି ନଜର ଆସିଛନ୍ତି। ଚାଇନାରେ ଏହି ୩ ନେତାଙ୍କ ଭେଟଘାଟ ହୋଇଛି। ଚାଇନାର ଶେନଝେନରେ ଆୟୋଜିତ ଏସିଆ-ପ୍ୟାସିଫିକ ଇକୋନୋମିକ କର୍ପୋରେସନ(ଏପିଇସି) ପୂର୍ବରୁ…
Read More...

ହର୍ମୁଜ ଠାରେ ପଇଁତରା ମାରୁଥିବା ଆମେରିକାର ଅତ୍ୟାଧୁନିକ ଡ୍ରୋନକୁ ଖସାଇଲା ଇରାନ

ପୁଣି ଅଶାନ୍ତ ହୋଇଛି ଜଳପଥ ଷ୍ଟ୍ରେଟ ଅଫ ହର୍ମୁଜ। ଏଠାରେ ପଇଁତରା ମାରୁଥିବା ଆମେରିକାର ଗୋଟିଏ ଅତ୍ୟାଧୁନିକ ଡ୍ରୋନକୁ ଖସାଇ ଦେଇଛି ଇରାନ। ଆମେରିକା ନିର୍ମିତ ଲୁକାସ ଆକ୍ରମଣକାରୀ ଡ୍ରୋନକୁ ଇରାନର ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କରିଦେଇଥିବା ଦାବି କରିଛି ତେହରାନ। ଏହି ଘଟଣାକୁ ନେଇ ପୁଣିଥରେ…
Read More...

ଆତ୍ମସମର୍ପଣ କରିବାକୁ ଅଗ୍ରାହ୍ୟ କରି ନିହତ ହେଲା ଆତଙ୍କବାଦୀ

ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତ ସପ୍ତାହରେ ସିଆରପିଏଫର ଏକ ଚେକ୍‌ପୋଷ୍ଟ୍ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର ଆତଙ୍କବାଦୀ ଲତିଫ‍ ଭଟ୍ଟ ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି। ବୁଧବାର ଭୋର ସମୟରେ ମସଜିଦ୍ ଭିତରେ ଲୁଚି ରହିଥିବା ଭଟକୁ ଚାରିପଟୁ ଘେରି ଯାଇଥିଲେ…
Read More...

ବିଲକିସ ବାନୋ ମାମଲାର ୨ ଜଣ ଦୋଷୀଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ୨୦ ଜମ୍ମୁ ଓ କଶ୍ମୀରର କୁଲଗାମ୍ ଜିଲ୍ଲାରେ ଗତ ସପ୍ତାହରେ ସିଆରପିଏଫ୍ ର ଏକ ଚେକ୍‌ପୋଷ୍ଟ୍ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଲସ୍କର ଆତଙ୍କବାଦୀ ଲତିଫ‍ ଭଟ୍ଟ ବୁଧବାର ସୁରକ୍ଷା ବାହିନୀ ଗୁଳିରେ ନିହତ ହୋଇଛି। ୨୦୦୨ ମସିହା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୨ ଜଣ…
Read More...

ପାକିସ୍ତାନ ମନ୍ତ୍ରୀଙ୍କୁ ଭାରତ ସରକାରଙ୍କ ନିମନ୍ତ୍ରଣ, ଉଠିଲାଣି ବିବାଦର ସ୍ୱର

ଭାରତ ସରକାର ଆଗାମୀ ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ (ଏସ୍‌ସିଓ)ର ସିଭିଲାଇଜେସନ ଡାଏଲଗ ଫୋରମ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍‌ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍‌ସିଓର ସମସ୍ତ ୧୦…
Read More...

ଭାରତ ଏବେ ଆର୍ଥିକ ବିପର୍ୟ୍ୟୟ ମଧ୍ୟରେ ରହିଥିବା ଦାବି କରିଛନ୍ତି ରାହୁଲ ଗାନ୍ଧି

ଭାରତ ଏବେ ଆର୍ଥିକ ବିପର୍ୟ୍ୟୟ ମଧ୍ୟରେ ରହିଥିବା ଦାବି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ ବ୍ୟାପକ ବେକାରୀ ସମସ୍ୟା, ସଂଘର୍ଷ କରୁଥିବା ଉତ୍ପାଦନ କ୍ଷେତ୍ର ଓ ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଗୁଡ଼ିକର ଉଦାହରଣ ଦେଇ ଏକଥା କହିଛନ୍ତି। ଆମେରିକାର କଲୋମ୍ବିଆ ବିଶ୍ୱବିଦ୍ୟାଳୟରେ…
Read More...

ସମ୍ପର୍କୀୟଙ୍କୁ ଛାଡ଼ିବାକୁ ଆସି ହଟହଟା; ଗଣିଲେ ୩୬ ହଜାର ଫାଇନ

ନିଜ ନିଜ ସମ୍ପର୍କୀୟମାନଙ୍କୁ ଟ୍ରେନରେ ଛାଡ଼ିବାକୁ ଆସି ହେଲେ ହଟା ହଟା । ବନ୍ଦେ ଭାରତ ଏକ୍ସପ୍ରେସରେ ଫସି ଫାଇନ ଗଣିଛନ୍ତି ୧୨ ଜଣ ଲୋକ। ଏମାନେ ଉତ୍ତର ପ୍ରଦେଶର କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନରେ ଘଟିଛି  ଘଟଣା । ସମ୍ପର୍କୀୟମାନଙ୍କ ଜିନିଷପତ୍ର ଟ୍ରେନ ଭିତରେ ରଖୁଥିବା ବେଳେ ହଠାତ୍‌…
Read More...