୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ
ଆଜିଠାରୁ ରାଜଧାନୀରେ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ । କୋଭିଡ଼ କଟକଣା ମଧ୍ୟରେ ନିୟମ ମାନିବାକୁ କୁହାଯାଇଛି ।
(ଭୁବନେଶ୍ୱର) : ଆଜିଠାରୁ ରାଜଧାନୀରେ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ । କୋଭିଡ଼ କଟକଣା ମଧ୍ୟରେ ନିୟମ ମାନିବାକୁ କୁହାଯାଇଛି । ତେବେ ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସୋ’ ଦେଖିବାକୁ ଅନୁମତି ମିଳିବ ।
ସୂଚନାନୁଯାୟୀ , ପ୍ଲାନେଟାରିୟମ୍ ବୁଲିବାକୁ ଆସୁଥିବା ଦର୍ଶକ କୋଭିଡ଼ ନିୟମ ମାନିବା ସହିତ ମାସ୍କ ବାଧ୍ୟତା ମୂଳକ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପନିର୍ଦ୍ଦେଶକ କହିଛନ୍ତି । ତେବେ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସର୍ବସାଧାରଣଙ୍କ ଲାଗି ଖୋଲାଯିବ ।