ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

ଭୁବନେଶ୍ୱର:- ରାଜଧାନୀରେ ବୁଲିଲା ବୁଲ୍‌ଡୋଜର । ଭୁବନେଶ୍ୱର ଖାରବେଳ ନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି । ଖାରବେଳ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି।

Matunga Flower Market Showdown: Hawkers Defy BMC's Demolition Drive, Resume  Business Within Hours

ମାଳିସାହି କବାଡ଼ି ବସ୍ତି ଅଞ୍ଚଳରେ ଅନେକ କବାଡ଼ିଆ ଦୋକାନ ଖୋଲିଛି । ଏପିରିକି ଏହି ଦୋକାନଗୁଡ଼ିକ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାଫଳରେ ଲୋକଙ୍କୁ ଯିବା ଆସିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ବିଏମ୍‌ସି ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ଦିନ ବିଏମ୍‌ସି ପକ୍ଷରୁ କବାଡ଼ି ବସ୍ତି ଅଞ୍ଚଳରେ ବୁଲିଛି ବୁଲ୍‌ଡୋଜର । ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି । ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Encroachments along 100km of roads removed in Bhubaneswar since Jan, say  officials | Bhubaneswar News - The Times of India