ବୋମିଖାଲବାସୀଙ୍କୁ ନାକେଦମ କଲାଣି ଅସମ୍ପୂର୍ଣ୍ଣ ଡ୍ରେନ୍ କାର୍ଯ୍ୟ, ରାଜଧାନୀରେ ଜଳବନ୍ଦୀ ସଙ୍କଟ
ରାଜଧାନୀ ଭୁବନେଶ୍ୱରରେ ଲଗାତାର ଜଳବନ୍ଦୀ ଅବସ୍ଥା ପୁଣି ଥରେ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବୋମିଖାଲ ରାସ୍ତାରେ ଜମି ରହୁଥିବା ଡ୍ରେନ୍ ପାଣି ସ୍ଥାନୀୟ ବାସିନ୍ଦାଙ୍କ ଦୁର୍ଦ୍ଦଶାର କାରଣ ପାଲଟିଛି । ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)…
Read More...
Read More...