ବଦଳିଲେ ଗୁଇନ୍ଦା ନିର୍ଦେଶକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ | ବଦଳିଲେ ଗୁଇନ୍ଦା ନିର୍ଦେଶକ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ | ଜେଲ ଡିଜି ହେଲେ ଅରୁଣ କୁମାର ରାୟ |  କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନାୟତୋଷ ମିଶ୍ର |   R. P କୋଚେ ହେଲେ ଗୁଇନ୍ଦା ନିର୍ଦେଶକ |  R. K ଶର୍ମା ଗୃହବିଭାଗ ସ୍ପେଶାଲ ସେକ୍ରେଟାରୀ |  ଗୁଇନ୍ଦା ନିର୍ଦେଶକ ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ମଡନାଇଁଯେସନ |  ସନ୍ତୋଷ ଵାଲା ହେଲେ SCRB ଏଡଜି |  ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଥିବା ଅରୁଣ ବୋଥରା ଙ୍କୁ ରେଳବାଇ ଓ କୋଷ୍ଟାଲ ଏଡିଜି |  ସୁରେଶ ଦେବଦତ୍ତ ସିଂ ହେଲେ କଟକ ଭୁବନେଶ୍ୱର କମିଶନର |  ଜୟ ନାରାୟଣ ପଙ୍କଜ ହେଲେ ଆଇଜି ଅପରେସନ | ଅନୁପ କୁମାର ସାହୁ ହେଲେ ବିଜୁ ପଟନାୟକ ପୋଲିସ ଏକାଡେମୀ ର ଆଇଜି ଟ୍ରେନିଂ |  ସାର୍ଥକ ଷଡ଼ଙ୍ଗୀ ହେଲେ ଡିଆଇଜି ବ୍ରହ୍ଣପୁର | ଉମା ଶଙ୍କର ଦାଶ ହେଲେ ଅତିରିକ୍ତ ପୋଲିସ କମିସନର | ସତ୍ୟଜିତ ନାୟକ ହେଲେ ବାଲେଶ୍ୱର ଡିଆଇଜି |