ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୧୦ ଗେଟ୍ । ମୋଟ ୧୬ଟି ଗେଟ୍ ଦେଇ ନିଷ୍କାସିକ ହେଉଛି ବନ୍ୟାଜଳ । ବାମ ପାଶ୍ୱର୍ର ୧୦ଟି ଏବଂ ଡାହାଣ ପାଶ୍ୱର୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡର ଜଳସ୍ତର ୬୨୯ ଫୁଟରେ ପହଞ୍ଚିଛି।