ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଇ-ମେଲରେ ୧୩ ବୋମା ଥିବା ଦାବି
Sambalpur: ସମ୍ବଲପୁରର କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଥିବାରୁ ଚିନ୍ତା ବଢ଼ିଛି। କିଛି ଦିନ ବ୍ୟବଧାନ ପରେ ଆଉଥରେ ଇ-ମେଲ ଯୋଗେ ଏହି ଧମକ ଆସିଥିବା ଜଣାପଡ଼ିଛି। ଉକ୍ତ ଇ-ମେଲରେ କୋର୍ଟ ପ୍ରାଙ୍ଗଣରେ ୧୩ଟି ବୋମା ରହିଥିବା ଦାବି କରାଯାଇଛି। ଘଟଣା ସାମ୍ନାକୁ ଆସିବା ସହିତ ସୁରକ୍ଷା…
Read More...
Read More...