Browsing Tag

hirakud

ପ୍ରବଳ ବର୍ଷା ନେଇ ସତର୍କ କଲେ SRC, ହୀରାକୁଦରେ ୨୦ଟି ଗେଟ୍ ଖୋଲା

ଭୁବନେଶ୍ଵର: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସତର୍କ କରାଇଲେ SRC । VCରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ SRC । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା,…
Read More...

କମୁଛି ହୀରାକୁଦ ଜଳସ୍ତର, ଫୁଲୁଛି ମହାନଦୀ

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ…
Read More...

ଆଉ ୪ଟି ଗେଟ୍‌ ଖୋଲିଲା ହୀରାକୁଦ ଡ୍ୟାମ୍‌, ୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଆଉ ୪ଟି ଗେଟ୍‌ ଖୋଲିଲା ହୀରାକୁଦ ଡ୍ୟାମ୍‌ । ଆସନ୍ତା ୨୫ ତାରିଖରେ ଲଘୁଚାପଜନିତ ବର୍ଷା ଥିବାରୁ ଆଉ ୪ ଗେଟ୍‌ ଖୋଲିଲେ ହୀରାକୁଦ କତ୍ତୃପକ୍ଷ । ଆଜି ସକଳେ ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଏବେ ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ ।…
Read More...

ହୀରାକୁଦରେ ଜଳ ସ୍ତର କମିବାରୁ ବନ୍ଦ ହୋଇଛି ୨ଟି ଗେଟ୍

ମ୍ବଲପୁର :ହୀରାକୁଦର୨ଟି ଗେଟ୍ ବନ୍ଦ ହୋଇଛି । ହୀରାକୁଦରେ ଜଳ ସ୍ତର କମିବାରୁ ୨ଟି ଗେଟ ବନ୍ଦ ହୋଇ ୪ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ତେବେ ବାମ ପଟରୁ ୩ଟି ଏବଂ ଡାହଣ ପଟୁ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଆଗକୁ ସ୍ଥିତି ଦେଖି ଗେଟ୍ ଖୋଲିବା ନେଇ ନିଷ୍ପତ୍ତି…
Read More...

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ : ଓୟୁଏଟି ଛାତ୍ରଙ୍କ ଏପରି କାର୍ଯ୍ୟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି। ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣାପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ। ଆଜି ଥାନାକୁ ଛାତ୍ର ଜଣଙ୍କୁ ଡକାଇ ପୋଲିସ ତଦନ୍ତ କରିବା। ସାମାଜିକ ଗଣମାଧ୍ୟମରେ…
Read More...

ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି ; ୪୦ରୁ ଅଧିକ ଆକ୍ରାନ୍ତ , ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି । ଡାଇରିଆରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗତ ଦୁଇ ଦିନରେ ପ୍ରାୟ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ହୀରାକୁଦ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ,…
Read More...

ମୋଟ ୧୪ ଗେଟ ଦେଇ ଜଳ ନିଷ୍କାସନ ହେଉଛି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମିଛି। ଫଳରେ ହୀରାକୁଦର ୧୦ ଟି ଗେଟକୁ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ବର୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୨୮.୨୯ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ…
Read More...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୧୦ ଗେଟ୍ । ମୋଟ ୧୬ଟି ଗେଟ୍ ଦେଇ ନିଷ୍କାସିକ ହେଉଛି ବନ୍ୟାଜଳ । ବାମ ପାଶ୍ୱର୍ର ୧୦ଟି ଏବଂ ଡାହାଣ ପାଶ୍ୱର୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ…
Read More...

ବାମପାର୍ଶ୍ୱ ୪ଟି ଗୋଟ ଓ ଡାହଣାପାର୍ଶ୍ଵର ୨ଟି ଗେଟ ଖୋଲିଛି

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ସେହିପରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ତେଣୁ ମହାନଦୀର ଜଳସ୍ତର ଫୁଲିବାରେ ଲାଗିଛି । ତେଣୁ ଆଜି ହୀରାକୁଦର ୬ଟି ଗେଟ ଖୋଲିଛି । ମହାନଦୀରେ ଜଳସ୍ତର ବଡିବାରୁ ୬ଟି ଗେଟ ଖୋଲା ହୋଇଛି ।…
Read More...

ବନ୍ଦହେଲା ହିରାକୁଦର ୧୦ଟି ଗେଟ

ସମ୍ବଲପୁର : ହୀରୀକୁଦ ଜଳଭଣ୍ଡାର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି । କମିବା ଜଳସ୍ତରକୁ ଦେଖି ଆଜି ହୀରାକୁଦର ୧୦ଟି ଗେଟ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା କମ ରହିଥିବାରୁ ଗେଟ ବନ୍ଦ କରାଯାଇଛି । ବାମ ପଟରୁ ୭ଟି ଏବଂ ଡାହାଣ ପଟରୁ ୩ଟି ଗେଟ ବନ୍ଦ…
Read More...