ଗଞ୍ଜାମ / ରଜନୀକାନ୍ତ ପାତ୍ର : କାଠ ବୋଝେଇ ଗାଡିକୁ ଧରିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅଧିନ କଣ୍ଟେଇକୋଳି ଗ୍ରାମରେ ଚୋରା କାଠ ବୋଝେଇ ଗାଡିକୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ । ତେବେ ଖବର ପାଇ ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି କାଠ ବୋଝେଇ ଗାଡିକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ।