ଲାଞ୍ଚ ନେଇ ଗିରଫ ହେଲେ କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଚମ୍ପୁଆ ଅବକାରୀ ଅଫିସର ଇନ୍ଚାର୍ଜ ASI
କେନ୍ଦୁଝର: କେନ୍ଦୁଝର ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ସୀତାରାଣୀ ପଟ୍ଟାୟତ ଗିରଫ । ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ କଲା ଭିଜିଲାନ୍ସ । ଚମ୍ପୁଆ ଅବକାରୀ ଅଫିସର ଇନ୍ଚାର୍ଜ ASI ବିଜୟ ମହାନ୍ତ ମଧ୍ୟ ଗିରଫ । ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡର ଠାରୁ ବ୍ୟବସାୟ ପାଇଁ ଲାଞ୍ଚ ନେଇ ଗିରଫ ।…
Read More...
Read More...