ଆଜିକାଲିର ପିଲାମାନେ କୋଚିଂ କ୍ଲାସରେ ପାଠ ପଢିବାକୁ ବେଶି ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ କୋଚିଂ କ୍ଲାସ ନେଉଥିବା ପିଲାଙ୍କ ପାଇଁ କେତେ ଉପକାରୀ । କୋଚିଂ କ୍ଲାସ ନେବା ପାଇଁ ପିଲାମାନେକାହିଁକି ବେଶୀ ଆଗ୍ରହ ହୋଇଥାନ୍ତି । କୋଚିଂ କ୍ଲାସ କେତେ ଉପକାରୀ ନିମ୍ନ ପ୍ରଦତ୍ତ ଟିପ୍ସରୁ ଜାଣନ୍ତୁ ।
- କୋଚିଂ କ୍ଲାସରେ ସ୍କୁଲ ତୁଳନାରେ ପିଲାଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଏ ।
- କୋଚିଂ କ୍ଲାସ୍ ରୁ ଉପଯୁକ୍ତ ନୋଟ ମିଳେ । ପିଲାମାଲଙ୍କ ପାଇଁ ପାଠ ପଢିବା ରେ କୌଣସି ଅସୁବିଧା ହୁଏନି ।
- କ୍ଲାସରେ ପିଲାଙ୍କୁ ପଢାଇବା ପାଇଁ ନୂଆ ତଥା ମଜଦାର ତରିକା ଖୋଜନ୍ତି । ଯେପରି କି ପିଲାମାନଙ୍କୁ ପାଠ ପଢିବାରେ ସହଜ ହେବ ।
- ପରୀକ୍ଷା ପୂର୍ବରୁ ଅନେକ ରିଭିଜନ କ୍ଲାସ କରାଯାଏ । ଯାହା ଦ୍ୱାରା ପିଲାମାନଙ୍କୁ ପରୀକ୍ଷାରେ ଭଲ ମାର୍କ ରଖିବାରେ ସହାର୍ଯ୍ୟ କରେ ।
- ପିଲାମାନେ ନିଜର ର୍ଦୁବଳ ବିଷୟରେ ଭଲ ପ୍ରର୍ଦଶନ କରିବାରେ ସଫଳ ହୋଇଥାନ୍ତି ।
- ପିଲାମାନଙ୍କ ଯେଉଁ ବିଷୟରେ ସନ୍ଦହ ଥାଏ ଡାଉଟ କ୍ଲାସ ରେ ଟିଚର ମାନେ ଦୂର କରିଥାନ୍ତି ।