Browsing Tag

EDUCATION

ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ବହିରେ ତ୍ରୁଟି କୁ ନେଇ  ପ୍ରଥମ ଥର ପାଇଁ ସତ ମାନିଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମରୁ ଅଷ୍ଟମ ବହିରେ ୧୭୪୧ ଟି ତ୍ରୁଟି ରହିଛି ବୋଲି ବିଧାନ ସଭାରେ ଲିଖିତ ଭାବରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ମାଳ ମାଳ ତ୍ରୁଟି ସାମ୍ନାକୁ ଆସିଥିଲେ ମଧ୍ୟ ବାସ୍ତବରେ କେତେ…
Read More...

ଦଶମ -ଦ୍ୱାଦଶ ଛାତ୍ରଛାତ୍ରୀ ଜାଣନ୍ତୁ ପରୀକ୍ଷା ନିୟମ

CBSE ବୋର୍ଡ ପରୀକ୍ଷା 2027 ନେଇ ଆସିଲା ବଡ଼ ଅପଡେଟ୍ । ଦଶମ-ଦ୍ୱାଦଶ ଛାତ୍ରଙ୍କ ପାଇଁ ଖବର ଜାଣନ୍ତୁ ପରୀକ୍ଷା ନିୟମ । CBSE Exam 2027 ଡେଟ୍‌ସିଟ୍‌ କେବେ ? ବୋର୍ଡ ପରୀକ୍ଷା ପ୍ରସ୍ତୁତି ଏବେଠୁ ଆରମ୍ଭ କରନ୍ତୁ ଯଦି ଆପଣଙ୍କ ଘରେ ୧୦ମ କିମ୍ବା ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀ…
Read More...

ବାଣ୍ଟିଲେ ଶିକ୍ଷକ ଜୀବନର ଅନୁଭୂତି

ଗୁରୁଦିବସ ରେ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ।୩ ବର୍ଷରେ ପୂରଣ ହେବ ୪୫ ହଜାର  ଶିକ୍ଷକ ପଦବୀ ।ଶିକ୍ଷକ ଜୀବନର ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କ ସହିତ…
Read More...

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ରେକର୍ଡ ସୃଷ୍ଟି କରିଛି ଜଗତସିଂହପୁରର ପ୍ରମୁଖ ଶିକ୍ଷାଅନୁଷ୍ଠାନ ସ୍କଲାର ଏକାଡେମୀ । ଚଳିତବର୍ଷ ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଓମପ୍ରକାଶ ସ୍ବାଇଁ ଯୁକ୍ତଦୁଇ ବିଜ୍ଞାନରେ ସମୁଦାୟ ୬୦୦ ନମ୍ବରରୁ ୫୮୭ ନମ୍ୱର ରଖି ଜଗତସିଂହପୁର ଜିଲ୍ଲା ଟପର…
Read More...

ସିବିଆଇ ହାତରେ ଧରାପଡିଲା ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ।

ସିବିଆଇ ହାତରେ ଧରା ପଡିଲା ନିଟ୍‌–ୟୁଜି ୨୦୨୬ ପେପର ଲିକ୍ର ମାଷ୍ଟରମାଇଣ୍ଡ୍ । ପୁଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଲା ସିବିଆଇ । ତେବେ ଗିରଫ ହୋଇଥିବା ଏହ୍‌ି ଅଭିଯୁକ୍ତ ଜଣକ ପିଭି କୁଲକର୍ଣ୍ଣି ଜଣେ ରାସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ହୋଇଥିବା ବେଳେ ସେ ଏନ୍‌ଟିଏର ସଦସ୍ୟ…
Read More...

ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକାମ, ସବୁଠୁ ଆଗରେ ରେଭେନ୍ସା

ଭୁବନେଶ୍ଵର: ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍‌ ଅଫ୍‌ ମାର୍କ ତାଲିକା। ଏହି କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି। ପୁଣି ୨୧…
Read More...

ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ନିଯୁକ୍ତ ହେବେ ‘ଶିଶୁ ସେବିକା’

ଭୁବନେଶ୍ୱର: ରାଜ୍ୟର ଶିଶୁବାଟିକା ଗୁଡ଼ିକରେ ‘ଶିଶୁ ସେବିକା’ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଶିଶୁ ସେବିକାମାନେ ଶିଶୁବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା…
Read More...

ସାମୟିକ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବି.ଏଡ୍., ବିଏଚ୍.ଏଡ୍. ଏବଂ ଏମ୍.ଏଡ୍. ଆଡମିଶନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବି.ଏଡ୍., ବିଏଚ୍.ଏଡ୍. ଏବଂ ଏମ୍.ଏଡ୍. ପାଠ୍ୟକ୍ରମର ସମସ୍ତ ଆଡମିଶନ ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି  । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି  । ଏନେଇ…
Read More...

ସ୍କୁଲ ଶିକ୍ଷାରୁ ଦୂରରେ ଥିବା ପିଲାମାନଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ

ବ୍ୟୁରୋ-: ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷା ବର୍ଷ । ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର କେଉଁ ପିଲାମାନେ ନାମ ଲେଖାଇ ନାହାନ୍ତି, କେଉଁମାନେ ଅଧାରୁ ପାଠ ପଢ଼ା ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି ତାର ରିପୋର୍ଟ ଦେବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(…
Read More...

ଓଡିଶା ଶିକ୍ଷାସେବା ଅଧିକାରୀଙ୍କ ପ୍ରବେଶକାଳୀନ ତାଲିମ ଉଦଯାପିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ମଧୁସୂଦନ ଦାସ ଆଞ୍ଚଳିକ ଆର୍ôଥକ ପରିଚାଳନା ଏକାଡେମୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ଦୁଇ ସପ୍ତାହ ବ୍ୟାପି ପ୍ରବେଶକାଳୀନ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଉଦଯାଦନୀ ଉତ୍ସବରେ ମୁଖ୍ୟ…
Read More...