ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ମୁକ୍ତ ହେବ ଶ୍ରୀମନ୍ଦିର

ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ମୁକ୍ତ ହେଲା ଶ୍ରୀମନ୍ଦିର ।

(ପୁରୀ) : ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ମୁକ୍ତ ହେଲା ଶ୍ରୀମନ୍ଦିର । ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଲଗାଯାଇଥିବା ସମସ୍ତ କଟକଣାକୁ ଶ୍ରଦ୍ଧାଳୁଙ୍କ ପାଇଁ ଉଠାଇ ଦିଆଯାଇଛି। ତେବେ ଏହା ୨୧ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେବଳ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରଯାଇଛି। କୋଭିଡ ସାର୍ଟିଫିକେଟ ଦରକାର ପଡିବନି। ଆଜି ଛତିଶା ନିଯୋଗର ବୈଠକ ବସିଥିଲା।ଏଥିରେ ପରିଚାଳନା କମିଟିର ସଦସ୍ୟମାନେ କଟକଣା କୋହଳ ପାଇଁ ଦାବି ଉଠାଇଥିଲେ।