ଭୁବନେଶ୍ୱରରୁ ୨୪ କରୋନା ସଂକ୍ରମିତ ; ୪୨ ସୁସ୍ଥ

ଭୁବନେଶ୍ୱର – ଭୁବନେଶ୍ୱର ପାଇଁ ବଡ ଆଶ୍ୱସ୍ତିଖବର ଆସିଛି । ଆଜି ଭୁବନେଶ୍ୱରୁ ୨୪ ଜଣ ପଜିିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଥିବାବେଳେ ୧୪ ଟି ଲୋକାଲ କେସ ରହିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ ଏକାଥରକେ ୪୨ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୮୦୨ ରେ ପହଞ୍ଚିଥିବାବେଳେ ୩୯୬ ଜଣ ସକ୍ରିୟ କେସ ରହିଛି । ସେହିଭଳି ୩୦ ହଜାର ୧୬୪ ଜଣ ସୁସ୍ଥ ହୋଇଥିବାବେଳେ ୨୨୦ ଜଣଙ୍କର ମୃତ୍ୟୁ ହୋଇଛି ।