ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ ।

(ବାଲିଗୁଡା) : ବନ ବିଭାଗ ଦ୍ଵାରା ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ । ସେମାନଙ୍କ ଠାରୁ ବଜ୍ରକାପ୍ତା ଜବଦ କରିବା ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଥିଲେ।

ସୂଚନାନୁଯାୟୀ , ବିଶେଷ ସୂତ୍ର ରୁ ଖବର ପାଇ ତୁମୁଡିବନ୍ଧ ବନ ବିଭାଗ କରକୁଡୁପା ଅଂଚଳ କୁ ଯାଇ ପୂର୍ବରୁ ଛକି ରହିଥିଲେ। ୨ ବ୍ୟବସାୟୀ ବଜ୍ରକାପ୍ତା ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ ଟିମ୍ ଚଢାଉ କରିଥିଲେ। ସେମାନଙ୍କ ଠାରୁ ବଜ୍ରକାପ୍ତା ଜବଦ କରିବା ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଥିଲେ।