ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର

ଭୁବନେଶ୍ୱର;ଉପସଭାପତି ପଦରୁ ସୌମ୍ୟ ବହିଷ୍କୃତ । ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର । ବହିଷ୍କାର କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ଗତ କିଛିଦିନ ଧରିବିରୋଧୀ ମନ୍ତବ୍ୟ ଦେଉଥିଲେ ସୌମ୍ୟ ।ଏପରିକି ଦଳ ଛାଡ଼ି ସଂପାଦକୀୟ ଲେଖିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ବାରମ୍ବାର ସମାଲୋଚନା ପରେ ବି ସଂପାଦକୀୟ ଲେଖୁଥିଲେ ସୌମ୍ୟ । ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଅସ୍ତ୍ର କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।