ରିଲିଜ ହେଲା ‘କେଦାରନାଥ ’ ର ଟିଜର

( ରିପୋର୍ଟସଟୁଡେ): ରିଲିଜ ହେଲା ‘କେଦାରନାଥ ’ ର ଟିଜର । ତୀର୍ଥସ୍ଥଳ ‘କେଦାରନାଥ’ ଉପରେ ହୋଇଥିବା ପ୍ରାକୃତିକ ବିପର୍ୟ୍ୟୟକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଏଥିରେ ସୈଫ ଅଲ୍ଲି ଖାନ୍‌ଙ୍କ ଲଳନା ସାରା ଅଲ୍ଲି ଖାନ୍‌ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି।