ମ୍ୟାଚ ନ ଖେଳି ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି । କେବଳ ଏହି ମ୍ୟାଚ ନୁହେଁ, ପାକିସ୍ତାନ ଏବଂ ହଂକଂ ମଧ୍ୟରେ ହେବାକୁ ଥିବା ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଛି ।ତେବେ ଜାପାନ ରେ ଚାଲିଥିବା ୨୦ ତମ ଏସିଆନ ଗେମ୍ସ ରେ ପୁରୁଷ କ୍ରିକେଟ ଟିମ ର ୨ୟ କ୍ଵାଟର ଫାଇନାଲ ରେ ଭାରତ ଓ ଆଫଗାନିସ୍ତାନ ମୁଁହା ମୁଁହି ହୋଇଥାନ୍ତେ କିନ୍ତୁ ଏହା ରଦ୍ଦ ହୋଇଛି । ତେବେ ଦେଖିବାକୁ ଗଲେ ଆଇସିସି ଟି ୨୦ ରେ ଭାରତ ୧ ନମ୍ବର ରେ ଏବଂ ଆଫଗାନିସ୍ତାନ ୧୦ ନମ୍ବର ରେ ରହିଛି ।୧ ଅକ୍ଟୋବର ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ରେ ପାକିସ୍ତାନ ର ମୁକାବିଲା ବାଂଲାଦେଶ ଓ ମାଲେସିଆ ମଧ୍ୟରେ ହେବାକୁ ଥିବା ଚତୁର୍ଥ କ୍ବାର୍ଟରଫାଇନାଲ୍ ବିଜେତା ସହ ହେବ । ତେବେ ଯଦି ଭାରତ ଓ ପାକିସ୍ତାନ ସେମିଫାଇନାଲ ରେ ଉଭୟ ଜିତନ୍ତି ତେବେ ଫାଇନାଲ ରେ ଏକ ଐତିହାସିକ ମୁକାବିଲା ଦେଖିବାକୁ ମିଳିପାରେ ।
ଟିମ୍ ଇଣ୍ଡିଆ : ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଂଜୁ ସାମସନ, ଈଶାନ କିଶନ, ଶିବମ ଦୁବେ, ତିଳକ ବର୍ମା, ବିପ୍ରଜ ନିଗମ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବୈଭବ ସୂର୍ଯ୍ୟବଂଶୀ ।