( ମନୋଜ କୁମାର ସାହୁ) : ହିଂସାଛାଡ ନହେଲେ ରାୟଗଡା ଛାଡ । ଆଉ ଚଳିବନି ମାଓ ଦାଦାଗିରି । ଆଜି ସକାଳେ ରାୟଗଡା ଜିଲ୍ଲା ବିଷମକଟକର ବିଭିନ୍ନ ସ୍ଥାନରେ ସମୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ମାଓବିରୋଧୀ ପୋଷ୍ଟର ଲଗାଯାଇଛି ଥିବା ଦେଖିବାକୁ ମିଳିଛି । ଏଭଳି ପୋଷ୍ଟର ଲାଗିଥିବାରୁ ବିଷମକଟକ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।