Browsing Tag

Rayagada

ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ବକ୍ତୃତା ପ୍ରତିଯୋଗିତା

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଗୁଣୁପୁର ବ୍ଲକ ଚିନାସାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଛି। ସଂଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଆୟୋଜିତ ଏହି…
Read More...

ରାୟଗଡ଼ାରେ ଚଢାଉ ବେଳେ ବିପୁଳ ପରିମାଣର ସୁନା ଓ ରୂପା ଜବତ କରିଛି ପୋଲିସ

୨୩ ଅଗଷ୍ଟରେ ସିନ୍ଧେକେଲାରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାଶ କଲା ବଲାଙ୍ଗୀର ପୋଲିସ। ବୁଧବାର ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରର ଖରାଜୋଡା ଗ୍ରାମରୁ ପ୍ରାୟ ୫ କିଲୋ ସୁନା ଏବଂ ରୂପା ଜବତ କରିଛି ବଲାଙ୍ଗୀର ପୋଲିସ। ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯାଇଛି ଏବଂ ପଚରାଉଚରା…
Read More...

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଚାରା ବଣ୍ଟନ 

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ଥାନୀୟ ବିଦ୍ୟୁତ କଲୋନୀରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା କିଭଳି କରାଯିବ ଏବଂ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି…
Read More...

ରାଣୀଗୁଡା ଫାର୍ମ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ

ରାୟଗଡା ସହରର ରାଣୀଗୁଡା ଫାର୍ମ ମା ମଝି ଗୌରୀ ପୂଜା କମିଟି ପକ୍ଷରୁ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବର ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନ ସହ ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ। ଦୀର୍ଘ…
Read More...

ବନ୍ଦ ପାଳନ ବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ

ରାୟଗଡ଼ାରେ ବନ୍ଦ ପାଳନ ବେଳେ ଦୁର୍ଘଟଣା। ଆଜି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଏକ ପୋଲିସ ବସ୍ ବ୍ରେକ୍ ଫେଲ୍ ହୋଇଗଲା। ତଥାପି, ସତର୍କ ଡ୍ରାଇଭର ଶହ ଶହ ପ୍ରଦର୍ଶନକାରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଆଜି ସକାଳେ ରାୟଗଡ଼ାର ସିରିଗୁଡ଼ା ଛକରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଆଜି ଟ୍ରେଡ୍…
Read More...

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ବିଷମ କଟକରେ ପ୍ରଥମ ଥର ପାଇଁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ, ୫ ଲକ୍ଷରୁ ଅଧିକ ମୂଲ୍ୟର ଗଛ ପୋଡ଼ିଲା ଅବକାରୀ ବିଭାଗ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର ରେଲାକୁପା ମୌଜା ଅଧୀନରେ ଥିବା ଏକ ଜଙ୍ଗଲରେ ଆଜି ସକାଳେ ଏକ ବଡ଼ ଧରଣର ଗଞ୍ଜେଇ ଚାଷ ଉପରେ ଚଢ଼ାଉ…
Read More...

ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଥିଲା ଗଣତି

ରାୟଗଡ଼ା: ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି । ୬ ମାସ ପରେ ଖୋଲିଛି ମନ୍ଦିରର ଦାନ ହୁଣ୍ଡି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି…
Read More...

ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

ରାୟଗଡ଼ା-: ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ  ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କାବୁ କରିଥିବା…
Read More...

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା…

ରାୟଗଡ;ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ତେବେ ଗତ ୧୭ ତାରିଖରେ ଅଭିଯୋହ ଶୁଣାଣିରେ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀ ନାଁରେ ଅଭିଯୋଗ । ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟର…
Read More...

ରାୟଗଡାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ ।…
Read More...