(ତ୍ରିଲୋଚନ ରାଉତ)ଭୁବନେଶ୍ୱର: ଆଜି ବିଜେଡ଼ି କାର୍ଯ୍ୟାଳୟରେ ଇସ୍ତାହାର କମିଟି ବୈଠକ ବସିଥିଲା ।ବୈଠକରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଆସୁଥିବା ମତାମତକୁ କିପରି ପ୍ରକାଶ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଛିା । ୩୦ ତାରିଖ ପୂର୍ବରୁ ସବୁ ମତାମତ ସଂଗ୍ରହ ହେବ । ଏହା ପରେ ନିର୍ବାଚନ ଇସ୍ତହାର ଘୋଷଣା କରାଯିବ ବୋଲି ବିଜେଡ଼ି ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।