୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ ଅପରାଧ By Reporters Today Bureau On Oct 12, 2021 Share ଛତିଶଗଡ : ୬ ବର୍ଷର ପିଲାକୁ ଝାମ୍ପିନେଇଛି କଲାରାପତିଆ ବାଘ । ପରେ ବନବିଭାଗ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିଛି । ଛତିଶଗଡ ସିହାଓ୍ବା ମନ୍ଦିରକୁ ପରିବାର ବୁଲିଯାଇଥିବା ବେଳେ ଏହି ଅଘଟଣ ଘଟିଛି । ନବରଙ୍ଗପୁର ରାଇଘର ବ୍ଲକ ତୁରୁଡିହରୁ ଛତିଶଗଡ ବୁଲିଯାଇଥିଲେ ପରିବାର । BhubaneswarOdishareporterstoday Share FacebookTwitterGoogle+ReddItWhatsAppPinterestEmail