(ରିପୋଟର୍ସ ଟୁଡେ) : ତାଇୱାନ ସ୍ମାର୍ଟ ଫୋନ ନିିର୍ମାତା ଏଚ୍ ଟିି ସି, ଆଇଏଫଏ ୨୦୧୮ ରେ ୟୁ୧୨ ଜର୍ମାନିିର ବର୍ଲିନ ରେ ଲଂଚ୍ କରିିଛି । ଏହି ଫୋନଟିର ଦାମ୍ ୩୯୦ ଡଲାର ଅଟେ ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୮,୦୦୦ ଟଙ୍କା ଅଟେ । ଦୁଇିଟିିି ରଙ୍ଗ ବ୍ଲୁ ଏବଂ ପର୍ପଲ ରେ ଉପଲବ୍ଧ ଅଛି । ସୂଚନା ଅନୁୁଯାୟୀ, ଏଚ୍ ଟିି ସିି ୟୁ୧୨କୁ ସେପ୍ଟେମ୍ବର ଶେଷ ଆଡକୁୁ ଭାରତରେ ଲଂଚ୍ କରାଯିବ । ଏଥିରେ ଫିଙ୍ଗରପ୍ରିଣ୍ଟ ସେଂସର ଫିଚର ଦିଆଯାଇଛି ।
ଏହାର ଡିସପ୍ଲେ ୬ ଇଞ୍ଚ ଫୁୁଲ ଏଚ୍ ଡି ଅଟେ ଯାହାର ରିଂଜାଲ୍ୟୁସନ୨୧୬୦x ୧୦୧୮ ଅଟେ । ଏହାର ଆସପେକ୍ଟ ରଟିଓ ୧୮:୯ ଅଟେ । ଏହିି ଫୋନ ଓକ୍ଟା କୋର Qualcomm ସ୍ନାପଡ୍ରାଗନ ୬୩୬ ପ୍ରୋସେଜର ରେ କାମ କରେ । RAM 4 GB ଅଟେ । ଇଣ୍ଟର୍ନଲ ମେମୋରୀ ୬୪ ଜିବି ଅଟେ । ମାଇକ୍ରୋ ଏସଡି କାର୍ଡ ର ସାହାଯ୍ୟରେ ମେମୋରୀ ଇନକ୍ରିଜ କରାଯାଇପାରିବ । ଏହି ଫୋନ୍ ଆଡ୍ରୋଏଡ୍୍ ୮.୧ ଓରିୟୋ ଭିଏସ୍ ଏଚ୍ ଟି ସି ସେନ୍ସ ଅପୋରେଟର ସିଷ୍ଟମ ରେ କାମ କରିଥାଏ । ଏହା ଏକ ଡୁୁଆଲ ସିମ୍ ସ୍ମାଟଫୋନ ଅଟେ । ରିୟର ରେ ଡୁୁଆଲ କ୍ୟାମେରା ର ବ୍ୟବହାର କରାଯାଇଛି । ଏହାର ପ୍ରାଇମେରି ସେନସର ୧୬ ମେଗାଫିସ୍କେଲସ । ସେକେଣ୍ଡାରୀ ସେନସର ୫ ମେଗାଫିସ୍କେଲସ ବ୍ୟବହାର କରାଯିିବା ସହିତ ଡୁୁଆଲ ଏଲ୍ ଇଡି ଫ୍ଲାକ୍ସ୍ ର ବ୍ୟବହାର କରାଯାଇଛି । ଏହାର ସେଲଫି କ୍ୟାମେରା ହେଉଛି ୧୩ ମେଗାଫିସ୍କେଲସ । ଏଲ୍ ଇଡି ଫ୍ଲାକ୍ସ୍ କୁ ସେଲଫ କ୍ୟାମେରା ସହିତ ସବୁୁବେଳେ ବ୍ୟବହାର କରାଯାଇପାରିବ । ଏହାର ବ୍ୟାଟେରୀ ୩୬୦୦mAH ଅଟେ ।
ଏହାର Bluetooth 5, GPS + GLONASS, NFC, USB Type-C, Dual 4G VOLTE and Wi-Fi ସମସ୍ତଙ୍କୁୁ ସପୋର୍ଟ କରିଥାଏ ।