ମାଲବୁହା ଟ୍ରକରୁ ଜବତ ହେଲା ୧ କୋଟି ଟଙ୍କାରୁ ଅଧିକ ଗଜେଂଇ

(ଆଦର୍ଶ ରାଉତ): ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ଡିଆରଆଇ ଦ୍ୱାରା ହାଇଦ୍ରାବାଦ ବିଜୟଗ୍ଡା ହାୱଇ ରାମୋଜି ଫିଲ୍ମ ନିକଟରେ ଏକ ମାଲବୁହା ଟ୍ରକରୁ ଯାହାର ନମ୍ବର ( ଇଚ ୦୫ ଣ ୮୧୫୯) କୁ ଜବତ କରିଛି ।
ଜବତ ବେଳେ ଟ୍ରକର ଡାଲାର ତଳଭାଗରୁ ୭୨୦ କେଜି ର ଗଜେଂଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ୍ୟ ୩ ହଜାର ଟଙ୍କା ତାସହ ଟ୍ରକଟିକୁ ମଧ୍ୟ ଜବତ କରାଯାଇଛି । ଯାହାର ମୂଲ୍ୟ ୧୦ ଲକ୍ଷ୍ୟ ଟଙ୍କା ।