(ରିପୋର୍ଟରସଟୁଡେ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ପୂର୍ବତନ ସରପଞ୍ଚ ଓ ସମିତିସଭ୍ୟ ବିଜେପି ଓ କଂଗ୍ରେସରୁୁ ଇସ୍ତଫାଦେଇ ଆଜି ବିଜୁୁଜନତା ଦଳରେ ଯୋଗ ଦେଇଛନ୍ତି । ନବୀନଙ୍କ ଭାବମୂର୍ତ୍ତୀ ଓ ଓଡିଶାକୁୁ ଆଗକୁୁ ନେବା ପ୍ରଚେଷ୍ଟାରେ ସେମାନେ ଭାଗିଦାର ହେବାପାଇଁ ନବୀନଙ୍କ ହାତମୁଠାକୁୁ ଟାଣ କରିବା ପାଇଁ ଆଜି ସେମାନେ ବିଜେଡିରେ ସାମିଲ ହୋଇଛନ୍ତି ।