Browsing Category
ପାଣିପାଗ
ଆକାଶରେ 1000 କିଲୋମିଟର ଲମ୍ବା ମେଘର ଚାଦର, ଜାଣନ୍ତୁ ପାଗ କିପରି ରହିବ?
ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତରେ ପାଗ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ଭୂମଧ୍ୟସାଗରରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ପଶ୍ଚିମ ବାତ୍ୟା ଉତ୍ତର ଭାରତରେ ଏକ ବିଶାଳ ମେଘ ଆବରଣ ସୃଷ୍ଟି କରିଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ସାଟେଲାଇଟ୍ ଚିତ୍ରଗୁଡ଼ିକ ପ୍ରାୟ 1,000…
Read More...
Read More...
ଆସନ୍ତା ୭ ଦିନ ଯାଏଁ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
କୁଆପଥର ବର୍ଷା ସହ ଝଡ଼ ପବନ ନେଇ ଜାରି ହେଲା ସତର୍କତା । ଘୂର୍ଣ୍ଣିବଳୟ ଓ ବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭ ଦିନ ଯାଏଁ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ସକାଳେ ଗରମ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ ମାଡ଼ି ଆସୁଛି କାଳବୈଶାଖୀ ବର୍ଷା । ଏନେଇ ଆସନ୍ତା ୨୪…
Read More...
Read More...
୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି
କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜିଠୁ ପାଗର ମିଜାଜ ବଦଳିବା ନେଇ ସୂଚନା ରହିଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା…
Read More...
Read More...
୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ
ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। କାଲିଠାରୁ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର…
Read More...
Read More...
ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ
ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ଜଳ ଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ରସୁଲପୁର ବ୍ଲକର ପ୍ରସିଦ୍ଧ କୁଆଖିଆ ମେଲଣ ରେ ଆସୁଥିବା ଶହ ଶହ…
Read More...
Read More...
ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥିବାବେଳେ ବର୍ଷିପାରେ ବର୍ଷା ।
ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୩ ଦିନ ମଧ୍ୟରେ ବର୍ଷା ଘଡଘଡି ସାଙ୍ଗକୁ ବିଜୁଳି ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ପଡିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
Read More...
Read More...
ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଥଣ୍ଡା
ଶିମିଳିପାଳରେ ଖସିଲା ପାରଦ। ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ…
Read More...
Read More...
ଶୀତର ପ୍ରକୋପ ବଢୁଥିବାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଥରାଉଛି ଜାଡ , ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି,ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ବୋର୍ଡ ସ୍କୁଲ ଏବଂ ICSE ଏବଂ CBSE ସ୍କୁଲ ଉଭୟ ପାଇଁ ପ୍ରଯୁଜ୍ୟ ହେବ। ରାଜ୍ୟରେ…
Read More...
Read More...
ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି
ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ ଚିଲିକା ରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ସେହିପରି । ଛୋଟ ମଟର ବୋଟ, ମାଲ ବାହି ଡ଼ଙ୍ଗା ଓ ଭସାପୋଲ ସବୁକିଛି…
Read More...
Read More...
ନୂଆ ବର୍ଷରେ ପୂର୍ବରୁ ଅନେକ ସ୍ଥାନରେ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ
ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ନୂଆ ବର୍ଷରେ ପୂର୍ବରୁ ଅନେକ ସ୍ଥାନରେ ବର୍ଷା ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ପରେ ତାପମାତ୍ରା ୩ ରୁ ୪ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ, IMD ୧୫ ରୁ ଅଧିକ ପ୍ରମୁଖ ସହରରେ ଘନ…
Read More...
Read More...