Browsing Category

ପାଣିପାଗ

ବର୍ଷାରେ ଭିଜୁଛି ସାରା ଓଡିଶା

ଲଘୁଚାପ ସକ୍ରିୟ , ବଢ଼ିଲା ବର୍ଷା । ବର୍ଷାରେ ଭିଜୁଛି ସାରା ଓଡିଶା ।ଏହି ସବୁ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି । ଆଜି ସକାଳୁ ସକାଳୁ ପାଗରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି…
Read More...

ଆଗାମୀ ତିନି ଘଣ୍ଟା ମଧ୍ୟରେ ଓଡ଼ିଶାର ୨୧ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା: IMD

ଭାରତୀୟ ପାଣିପାଗ ବିଭାଗ (IMD) ଗୁରୁବାର ଦିନ ଓଡ଼ିଶାର ୨୧ ଟି ଜିଲ୍ଲା ପାଇଁ ଏକ ସତର୍କତା ଜାରି କରିଛି । ଆଗାମୀ ତିନି ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି IMD । ଅପରାହ୍ନ ୧:୫୦ରେ ଜାରି ହୋଇଥିବା ସତର୍କତା ଅନୁଯାୟୀ, ପୁରୀ,…
Read More...

ପ୍ରବଳ ବର୍ଷା ସତର୍କତା ପରେ ଆଜି ମୟୂରଭଞ୍ଜର ସମସ୍ତ ସ୍କୁଲ ବନ୍ଦ

ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ପ୍ରବଳ ବର୍ଷା ପାଇଁ ଜାରି ହୋଇଥିବା ରେଡ୍ ୱାର୍ଣ୍ଣିଙ୍ଗକୁ ଦୃଷ୍ଟିରେ ରଖି ଗୁରୁବାର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ସ୍କୁଲ ବନ୍ଦ ରହିବ। ନିଷ୍ପତ୍ତି ଅନୁଯାୟୀ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା…
Read More...

ଓଡିଶା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭାରତୀୟ ପାଣିପାଗ ବିଭାଗ (IMD) ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି । ଏନେଇ କେନ୍ଦ୍ର ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ,…
Read More...

ସେପ୍ଟେମ୍ବର ୧୧ ​​ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉପକୂଳୀୟ ଆନ୍ଧ୍ରପ୍ରଦେଶ ଉପରେ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ, ସେପ୍ଟେମ୍ବର ୧୧ ​​ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ-ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ…
Read More...

ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି

ଭାରତୀୟ ପାଣିପାଗ ବିଭାଗ ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେପ୍ଟେମ୍ବର ୨ ତାରିଖରେ ସୁନ୍ଦରଗଡ଼ା, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...

ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଯୋଗୁଁ ବରଗଡ଼ର ସମସ୍ତ ସ୍କୁଲ ବନ୍ଦ

ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଜାରି କରାଯାଇଥିବା ରେଡ୍ ୱାର୍ଣ୍ଣିଙ୍ଗ ପରେ ଆଜି ବରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼, କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।…
Read More...

ଦୁଇ ମାସରେ ୭ଟି ଲଘୁଚାପ ; ସମସ୍ୟାରେ ରାଜ୍ୟବାସୀ

ଓଡିଶାରେ ଥମିବାର ନାଁ ନେଉନାହିଁ ବର୍ଷା । ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ହଟହଟା ରାଜ୍ୟବାସୀ । ଜୁଲାଇ ଓ ଅଗଷ୍ଟ ମାସରେ ୭ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଲାଣି । ଏବେ ପୁଣି ଅଗଷ୍ଟ ୨୯ ଓ ୩୦ ରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର…
Read More...

କିଛିଦିନ ହେବେ ଗ୍ରାମରେ ନିର୍ମିତ ଫୋଲ ଭାଙ୍ଗିଯିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କଲେ ଗ୍ରାମବାସୀ ।

ନୂଆ ପୋଲ ଭାଙ୍ଗିଯିବାରୁ ପ୍ରଖର ସ୍ରୋତ ମଧ୍ୟରେ ମୃତଦେହ କାନ୍ଧରେ ବୋହିଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ନୂଆହତା ପଞ୍ଚାୟତର ବାଲିସାହି ଗୋଛାୟତ ବସ୍ତିରୁ ଆସିଛି ଏକ ହୃଦୟବିଦାରକ ଘଟଣା।ଲଗାଣ ବର୍ଷାରେ ନୂତନ ନିର୍ମିତ ପୋଲର ଏକ ବଡ଼ ଅଂଶ ଭାସିଯିବାରୁ ଗାଁର ଯୋଗାଯୋଗ ସମ୍ପୂର୍ଣ୍ଣ…
Read More...

ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ…

ଆସନ୍ତା ୨୪ ଘଂଟାରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ୪୮ ଘଣ୍ଟା ପାଇଁ ରେଡ ଆଲର୍ଟ ରହିଥିବା ବେଳେ ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ତେବେ ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ତା ପାଖପାଖି…
Read More...