Browsing Category
ଚର୍ମ ଯତ୍ନ
ଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।
ନିକଟରେ ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା। ହସ୍ତଗତ ସୂଚନା ଅନୁଯାୟୀ, ପାକିସ୍ତାନ ବାୟୁ ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କଠାରୁ ଏକ ଚେତାବନୀ ପାଇବା…
Read More...
Read More...
ଭାରତରେ ପେଟ୍ରୋଲ ରେଟ୍ ବଢି ଚାଲିଥିବାବେଳେ ପାକିସ୍ତାନରେ କମିଲା ପେଟ୍ରୋଲ ଦର ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସମଗ୍ର ବିଶ୍ୱରେ ପଡିଥିବା ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୁପ ଅଶୋଧିତ ତୈଳ ଦର ବଢି ବଢି ଚାଲିଛି । ଏହାର ପ୍ରଭାବ ଏବେ ଭାରତ ଉପରେ ଦେଖିବାକୁ ମିଳୁଛି ଯେଉଁଥିପାଇଁ ଗତ ୧୦ ଦିନ ମଧ୍ୟରେ ତିନି ଥର ବଢିଲାଣି ପେଟ୍ରୋଲ ଦର କିନ୍ତୁ ଏହାରି…
Read More...
Read More...
ନିଜ ଘରେ ପେଟ୍ରୋଲ ରଖିଲେ ଯିବାକୁ ପଡିପାରେ ଜେଲ୍ ।
ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧର ପ୍ରଭାବରେ ଏବେ କିଛି ଦେଶରେ ପେଟ୍ରୋଲର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରତେକ ଦିନ କୌଣସି ନା କୌଣସି ପ୍ରେଟ୍ରୋଲ ପମ୍ପ ଆଗରେ ଭିଡ ପରିଲକ୍ଷିତ ହେଉଛି । ଯେତେବେଳେ କି ଅନ୍ୟମାନେ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଗଚ୍ଛିତ…
Read More...
Read More...
ଭାରତରେ ଖୁବଶୀଘ୍ର ବଢିପାରେ ଟୋଲ୍ ଟ୍ୟାକ୍ସ ।
ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏ କ୍ଷେତ୍ରରେ ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ…
Read More...
Read More...
ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍
ଫେବୃଆରୀ ପହିଲାରୁ ଗାଡି କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ସରକାର ଘୋଷଣା କରିଥିବାବେଳେ ଏବେ ଦୂରରୁ ଦେଖିଲେ ଜଣା ପଡିଯିବ ଗାଡି କାଗଜ ପତ୍ର ଓକେ ଅଛି କି ନାହଁ କାହିଁକି ନା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ବର୍ତ୍ତମାନ ରାସ୍ତା ଘାଟ ପ୍ରତେକଟି ପ୍ରଦୂଷଣ ସେଣ୍ଟର ଆଗରେ…
Read More...
Read More...
ଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି
ଇଂରାଜୀ ନବବର୍ଷ ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ନୂଆ ବର୍ଷରେ ଜଗା ଦୁଆରୁ ବର୍ଷର ଆରମ୍ଭ କରିବା ପାଇଁ ପ୍ରତିବର୍ଷ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏଥର ମଧ୍ୟ ଭକ୍ତଙ୍କ ସଂଖ୍ୟା ବଢିପାରେ ବୋଲି…
Read More...
Read More...
ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର ନେଇ ଉପୁଜିଥିବା ଅସନ୍ତୋଷ ମଧ୍ୟରେ ସରକାରଙ୍କ ବଡ ଘୋଷଣା
ଦୁଇ ଦିନ ପୂର୍ବରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫ୍କଟେ୍ ଓ ଗାଡି କାଗଜ ପତ୍ରକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏବେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ମନ୍ତ୍ରୀ । ସମସ୍ତ ଗାଡି ଚାଳକଙ୍କୁ ଆଶସ୍ତି ସ୍ୱରୂପ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଥିବା ଏହି କଡାକଡି ନିୟମର…
Read More...
Read More...
ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ
ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍ ଗୁଡିକରେ ଭିଡ ଜମିଛି ଏହାକୁ ନେଇ ଏବେ ରାଜ୍ୟର ବିଭିନ୍ନ…
Read More...
Read More...
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି
ପୋଲିସକୁ ଦିଆନଯାଉ ଗାଡ଼ି ଚେକିଂ ଓ ଜରିମାନା କ୍ଷମତା’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ଗାଡ଼ି ଚେକିଂରେ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରସ୍ତାବକୁ ବିରୋଧ । ପ୍ରସ୍ତାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ପୂର୍ବରୁ ବି…
Read More...
Read More...
ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି
ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି । ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଏଆଇ ଏହି ବିମାନ…
Read More...
Read More...