(ସରୋଜ / ମୃତ୍ୟୁଞ୍ଜୟ) : ଅରୁପ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଲା ବିଜେପି । ଏନେଇ ଆଜି ବିଜେପିର ଉପସଭାପତି ସମୀର ମହାନ୍ତି ଅରୁପ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଖୁଲମ ଖୁଲା ଉଲ୍ଲଘଂନ କରୁଛନ୍ତି । ଏପରିକି ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରିଛି । ଏସବୁ କାମରେ ବିଜେଡିର ଯୁବ ବାହାନୀ ସାମିଲ ଥିବା ସେ ତାଙ୍କ ଅଭିଯୋଗ ପତ୍ର ଦର୍ଶାଇଛନ୍ତି ।