( ଆଦର୍ଶ ରାଉତ) : ଆଜି ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରୁ ପାଖାପାଖି ୩୦୦ ଉଦ୍ଧ୍ୱର୍ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସାଧାରଣ ସଂପାଦକ କାଳନ୍ଦୀ ସାମଲ, ବିଜେପିର ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଜଗନ୍ନାଥ ପ୍ରଧାନ ଓ ବିଜେପିର ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତ ଏହି କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି ।