ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ଉପରମୁହାଁ ହୋଇଛି ସୁନା ଓ ରୁପା ଦର

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ଉପରମୁହାଁ ହୋଇଛି ସୁନା ଓ ରୁପା ଦର । ଗତ ପ୍ରାୟ ଏକ ସପ୍ତାହ ଧରି ସୁନା-ରୁପା ଦରରେ ବଢ଼ିବାର ଟ୍ରେଣ୍ଡ ଜାରି ରହିଛି । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି…
Read More...

ଶ୍ରୀମନ୍ଦିରରେ କଲେ ମହାପ୍ରଭୁଙ୍କ ଦର୍ଶନ କରିଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର

ପୋଲିସ ମହାନିର୍ଦ୍ଦେଶକ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ କରାଯାଇଥିଲା । ପରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ।…
Read More...

୭ ଦଫା ଦାବି ନେଇ ‘ଜିରୋ ସପ୍ଲାଇ’ ଆନ୍ଦୋଳନ କରିଛନ୍ତି ଅନଲାଇନ୍ ଆପ୍ ଡ୍ରାଇଭର

ଟ୍ୱିନ ସିଟିରେ ବନ୍ଦ ହେଲା ଅନଲାଇନ୍ ରାଇଡ । ଅନଲାଇନ୍ ଆପ୍ ଡ୍ରାଇଭର ମାନେ ୭ ଦଫା ଦାବି ନେଇ ‘ଜିରୋ ସପ୍ଲାଇ’ ଆନ୍ଦୋଳନ କରିଛନ୍ତି । ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ ଟ୍ୱିନ ସିଟିରେ…
Read More...

ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟି ନିକଟରେ ଭୂସ୍ଖଳନ

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟି ନିକଟରେ ଭୂସ୍ଖଳନ ହୋଇଛି । ଘାଟିରୁ ବଡ଼ ବଡ଼ ପଥର ଓ ମାଟି ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାସ୍ତାର ଗୋଟିଏ ପଟକୁ ବନ୍ଦ…
Read More...

ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଶନିବାର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ…
Read More...

ବାରିପଦା ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ୮୦ ତମ ସ୍ବାଧୀନତା ଦିବସ

ଆଜି ଭାରତ ବର୍ଷରେ ପାଳନ ହେଉଛି ୮୦ ତମ ସ୍ବାଧୀନତା ଦିବସ । ଏହି ଅବସରରେ ବାରିପଦା ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ଆୟୋଜିତ ୮୦ ତମ ସ୍ବାଧୀନତା ଦିବସ ପାଳନ ହେଉଛି । ଏହିକୁ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ପତାକା ଉତ୍ତୋଳନ କରିଛନ୍ତି ।…
Read More...

ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଶୁକ୍ରବାର ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଅଳ୍ପକେ ବଡ଼ ଦୁର୍ଘଟଣାରୁ ତାଳଚେର-ପୁରୀ ଏକ୍ସପ୍ରେସ ବର୍ତ୍ତିଯାଇଛି। ଷ୍ଟେସନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର…
Read More...

ରାଇଘର ଠାରେ ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସ ପାଳିତ

ରାଇଘର ଠାରେ ବିଶ୍ୱ ମୂଳନିବାସୀ ଆଦିବାସୀ ଦିବସ ପାଳିତ। ଜନଜାତି ବିକାଶ ପରିଷଦ ରାଇଘର ତରଫରୁ ଆଜି ଅଗଷ୍ଟ ୯ ତାରିଖ ଦିନ ମୂଳନିବାସୀ ଆଦିବାସୀ ଦିବସ ସାରା ଦେଶରେ  ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜନଜାତି ବିକାଶ ପରିଷଦ ତରଫରୁ ସ୍ଥାନୀୟ ମାଉଳି ମାଁ ମନ୍ଦିର ଠାରୁ ଏକ…
Read More...

ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯାଳୟ ପରିସରରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯାଳୟ ପରିସରରେ ଉତ୍ସାହ ଓ ଉଦ୍ଦିପନାରେ ବିଶ୍ୱ ଆଦିବାସୀ ଦିବସ  ସଂଘର ଭାରପ୍ରାପ୍ତ ସଭାପତି ଶ୍ରୀ ଅକ୍ଷୟ କୁମାର ବଦ୍ରାଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରମେନ୍ଦ୍ର କୁମାର ପ୍ରଧାନ…
Read More...

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଇଲା ବନ୍ୟାଜଳ, ପୁଣି ଖୋଲିଲା ୪ ଗେଟ୍

ରାଜ୍ୟରେ ବନ୍ୟା ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି…
Read More...