ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କିରିଆମ୍ବା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ (ରଜନୀକାନ୍ତ ପାତ୍ର) :  ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କିରିଆମ୍ବା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକ ଙ୍କୁ ନିର୍ମମ ହତ୍ୟା l ମୃତକ ହେଲେ କରଚୁଲି ଗ୍ରାମର ସୁଶାନ୍ତ ପାତ୍ର l ଗତ ରାତିରେ ସୁଶାନ୍ତ ନିଜ ଗ୍ରାମକୁ ଫେରୁଥିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ସୂଚନା l ଘଟଣା ସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ l