କୋରେଇରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ସ୍ବେଛାସେବୀ ସଂଗଠନ ବିଶ୍ୱାସ ପରିବାର

କୋରେଇ/ସୁନୀଲ ଓଝା: ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଦେଶର ସୁରକ୍ଷାରେ ନିଜର ଜୀବନ ଆହୁତି ଦେଇଥିବା ଆମର ଅବସର ପ୍ରାପ୍ତ ସୈନିକ ଓ ବୁଦ୍ଧି ଯିବି ଶିକ୍ଷା ବିତ ମାନଂକୁ ବିଶ୍ୱାସ ପରିବାର ତରଫରୁ ସମ୍ବର୍ଦ୍ଧନା ସହ ଫୁଲ ଗୁଚ୍ଛ ଦେଇ ସମସ୍ତ କର୍ମ କର୍ତା ମାନେ ପାଛୋଟି ଆଣିଥିଲେ । ଏବଂ ସାଧାରଣ ତନ୍ତ୍ର ଦିବସ ଟିକୁ ପାଳନ କରିଥିଲେ ଛୋଟ ଛୋଟ କୁନି ପିଲାମାନଙ୍କ ସାଧାରଣ ତନ୍ତ୍ର ଦିବସ ଉପରେ ଅବିଭାଷଣ କବିତା ପାଠ ଶୁଣି ବାକୁ ଭିଡ ଜମିଥିଲା ନାଚ ଗୀତ ବିଶ୍ୱାସ ପରିବାର ତରଫରୁ କୋରେଇ ଅଂଚଳ ର ଶିକ୍ଷାବିତ ଓ ରାଜନେତା ବୁଦ୍ଧି ଯିବି ମାନଂକୁ ବିଶ୍ୱାସ ପରିବାର ସଂଗଠନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା ଶେଷରେ ଛୋଟ କୁନି ପିଲାମାନଙ୍କୁ ପୁରସ୍କାର ବିତରଣ କାର୍ୟ୍ୟକ୍ରମ ଅତିଥି ବୃନ୍ଦ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଶେଷରେ ସେଉ ବୁନ୍ଦିଆର ବ୍ୟବସ୍ଥା କରାଯାଇଥିଲା ସନ୍ଧ୍ୟା ସମୟରେ ଆଦିବାସୀ ପିଲାଙ୍କୁ ଖାଦ୍ୟ ପାଠ ପଢା ସାମଗ୍ରୀ ପ୍ରଦାନ କରାଯାଇଥିଲା ବିଶ୍ୱାସ ପରିବାର ତରଫରୁ ଏଭଳି କାର୍ୟ୍ୟକ୍ରମ କରି କୋରେଇ ଅଂଚଳ ରେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି ।