ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଜିପୁର ମୁଖ୍ୟ ରାସ୍ତାରେ ଥିବା ନ୍ୟୁ କେସିଏମ ମେଡିକାଲ ଷ୍ଟୋରରୁ ବଡ଼ଧରଣର ଚୋରି । ନଗଦ ଏକ ଲକ୍ଷ ଟଙ୍କା ସହ ଦୁଇଟି ଲାପଟପ ଏବଂ ବହୁ ସାମଗ୍ରୀ ଚୋରୀ ହୋଇଛି । ଦୂର୍ବୁତମାନେ ସିସିଟିଭି କ୍ୟାମେରାକୁ ଭାଙ୍ଗିବା ସହ ଅନେକ ମୂଲ୍ୟବାନ ଦ୍ରବ୍ୟ ନେଇଯାଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।