ଦନ୍ତାହାତୀ ୬୦ ବର୍ଷିୟ ବୃଦ୍ଧକୁ ଦଲି ଚକଟି ଦେଲା

ପାଟଣାଗଡ : ପାଟଣାଗଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ଭୋର୍ ପାଟଣାଗଡ଼ ସହରେ ବୁଲୁଥିବା ଦେଖିବାକୁ ମିଳିଛି  ଦନ୍ତାହାତୀ। ଦାନ୍ତହାତୀଟି ଜଣେ ବୃଦ୍ଧକୁ ଦଳି ଛକଡ଼ି ଦେଇଛି । ଲରମ୍ଭା ଥାନା ପୁଡାପଦର ଗ୍ରାମର ଜଣେ ୬୦ ବର୍ଷିୟ ବୃଦ୍ଧକୁ ଦଲି ଚକଟି ଦେଇଥିବା ସୁଚନା ମିଲିଛି । ବୃଦ୍ଧ ଜଣଙ୍କର ନାମ ବଳରାମ ହୋତା ବୋଲି ଜଣା ପଡିଛି ।