ଆଜିର ରାଶିଫଳ

ମେଷ : ଆଜିର ଦିନଟି ଆପଣଙ୍କ ବହୁତ ଭଲରେ କାଟିବ। କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ସର୍ତକ ରହିବେ । ବ୍ୟବସାୟ ରେ ସଫଳତା ପାଇବେ ।

ବୃଷ : ଆୟଅନୁସାରେ ଅଧିକ ବ୍ୟୟ ହେବ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖମୟରେ କଟିବ । ଦୀର୍ଘଦିନ ଧରି ଅଟକି ଥିବା କାର୍ଯ୍ୟରେ ସଫଳତା ପାଇବେ । ସାଙ୍ଗ ମାନଙ୍କ ସହ ସମୟ ବିତାଇବେ । ପାରିବାରିକ ଜୀବନ ସୁଖଶାନ୍ତି ରହିବ ।

ମିଥୁନ: ଆର୍ଥିକ ସ୍ଥିତି ଠିକ୍ ରହିବ ।ଦାମ୍ପତ୍ୟ ଜୀବନ ସୁଖମୟରେ କାଟିବେ । ଦୂରସ୍ଥାନ କୁ ଯାତ୍ରା କରିବେ । ବିଦ୍ୟାର୍ଥମାନେ ଭଲ ପ୍ରଦର୍ଶନ କରିବେ । କୌଣସି କାର୍ଯ୍ୟ ଆରମ୍ଭ କରିବା ଆଗରୁ ଭବିଚିନ୍ତି ନିଷ୍ପତି ନିଅନ୍ତୁ ।

କର୍କଟ : ଦୀର୍ଘଦିନ ଧରି ଅଟକି ଥିବା କାର୍ଯ୍ୟରେ ସଫଳତା ପାଇବେ । ମାନସିକ ଶାନ୍ତି ମିଳିବ । ଆଗରୁ ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନଟି ଶୁଭମୟ । ଗୁରୁଜନଙ୍କଠାରୁ ପରାମର୍ଶ ନେବା ଫଳପ୍ରଦ ।

ସିଂହ : ସମସ୍ୟା ପଡିବା ଆଶଙ୍କା ଅଧିକ ।ଅଯଥା ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ କାହା ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ ।

କନ୍ୟା : କର୍ମକ୍ଷତ୍ରରେ ଚଞ୍ଚଳ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବେ । ପରିବାର ସହ ସମୟ ବିତାନ୍ତୁ । ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା : ମନ ଆଜି ଅଶାନ୍ତି ରହିବ । ପ୍ରେମି ଯୁଗଳଙ୍କ ଦିନଠି ଭଲରେ କଟିବ । ଅଫିସ କାମରେ ଚିନ୍ତାରେ ରହିବେ । ଅନ୍ୟକଥା ରେ ପରିଚାଳିତ ହୁଅନ୍ତୁନାହିଁ ।

ବିଛା : ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ରଖନ୍ତୁ ।ବ୍ୟବସାୟକାରୀ ମାନଙ୍କୁ ଆଜିର ଦିନଟି ଲାଭ ଦାୟକ । ପରିଶ୍ରମ କଲେ ଫଳ ପାଇବେ ।

ଧନୁ : କ୍ରୋଧ ଉପର୍ ନିୟନ୍ତ୍ରଣ କରିବେ । ଲୋକମାନଙ୍କ ସହ ଭଲ ସମ୍ପର୍କ ଗଢିବେ । ପିଲାମାନଙ୍କ ନକରାମô୍କ ଗତିବିଧିକୁ ନେଇ ଚିନ୍ତାରେ ରହିବେ । ପ୍ରେମି ଯୁଗଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ ।

ମକର: ଶାରୀରିକ ଯନ୍ତ୍ରଣା ଦେଖାଯିବ । ମହିଳାମାନେ ନିଜ ଶରୀର ପ୍ରତି ନଜର ରଖନ୍ତୁ । ଯୁବପିଢିଙ୍କ ପାଇଁ ଦିନଟି ଶୁଭମୟ ।

କୁମ୍ଭ: ଭଗବାନ ଶିବଙ୍କୁ ଆରଧାନା କରିବେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

ମୀନ: ପରିବାର ସଦସ୍ୟ ମାନଙ୍କ ସହ ହସଖୁସିରେ ସମୟ ବିତାଇବେ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବଢିବ । ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତୁ ।