ମେଷ : ଆଜିର ଦିନଟି ନୂଆ କାର୍ଯ୍ୟ ପାଇଁ ଉପଯୁକ୍ତ ସମୟ । ଅର୍ଥ ନିବେଶରୁ ଦୂରେଇ କି ରହିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ବ୍ୟବସାୟ ପାଇଁ ଚିନ୍ତିତ ରହିବେ ।
ବୃଷ : ବ୍ୟବସାୟରେ ବାଧା ଆସିବ । ଆଜିର ଦିନଟି ହସଖୁସି ରେ ଅତିବାହିତ ହେବ । ସାଙ୍ଗ ମାନଙ୍କ ସହ ସମୟ ବିତାଇବେ । ପାରିବାରିକ ଜୀବନ ସୁଖଶାନ୍ତି ରହିବ ।
ମିଥୁନ : ଆର୍ଥିକ ସମସ୍ୟା ଦୂର ହେବ ।ଦାମ୍ପତ୍ୟ ଜୀବନ ସୁଖମୟ ରେ ସମୟ କାଟିବେ । ଦୂରସ୍ଥାନ କୁ ଯାତ୍ରା କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନଟି କଠିନ ରହିବ । ସମସ୍ତ ଇଚ୍ଛା ପୂରଣ ହେବ ।
କର୍କଟ : ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଅଫିସ ପଦୋନ୍ନତି କରିବେ । ନୂଆ କାମ ଆରମ୍ଭ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେବେ । ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନଟି ଶୁଭମୟ ।
ସିଂହ: କର୍ମକ୍ଷତ୍ରରେ ଚଞ୍ଚଳ ରହିବେ । ଦର୍ଘଦିନରୁ ଚାଲିଥିବା ପାରିବାରିକ ମତଭେଦ ସମାଧାନ ହେବ । ଜୀବନ ସାଥୀଙ୍କଠାରୁ ଉପହାର ପାଇବେ ।
କନ୍ୟା ; ନୂଆ କାର୍ଯ୍ୟ ଆରମ୍ଭ ପାଇ ଉପଯୁକ୍ତ ସମୟ ନୁହେଁ । ପଡୋଶୀଙ୍କ ସହ ମତାନ୍ତର ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବେ ।
ତୁଳା : ମନ ଶାନ୍ତି ରହିବ । ସ୍ୱସ୍ଥ୍ୟରେ ଉନ୍ନତି ହେବ । ପ୍ରେମ ସମ୍ପର୍କ ସୁଖମୟ ରହିବ । ଦିନଟି ଶୁଭଫଳ ପ୍ରଦାନ କରିବ । ବ୍ୟବହାର ସଂଯମତା ରକ୍ଷା କରିବେ । ମନ ଖରାପ ଚିନ୍ତା ଧାରାକୁ ଦୂର କରନ୍ତୁ ।
ବିଛା: ଅଯଥା ଖର୍ଚ୍ଚ ଠାରୁ ଦୂରରେ ରହନ୍ତୁ । ପ୍ରେମ ସମ୍ପକ ଦୃଢ ହେବ । ଜମିବାଡିକୁ ନେଇ ବିବାଦ ଦେଖା ଦେବ ।
ଧନୁ: ନିବେଶରୁ ଲାଭ ପାଇବେ । ଭବିଷ୍ୟତ କୁ ନେଇ ଚିନ୍ତାରେ ରହିବେ । ପ୍ରେମି ଯୁଗଳ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ପରିବାର ସହ ମୂଲ୍ୟବାନ ସମୟ ବିତାଇବେ ।
ମକର: ଭଗବାନ ଶିବଙ୍କୁ ଆରଧାନା କରିବେ । ପରିବାର ସଦସ୍ୟ ମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ବିବାଦୀୟ କାର୍ଯ୍ୟରୁ ଦୂରରେ ରହିବେ ।
କୁମ୍ଭ: ଦାମ୍ପତ୍ୟ ମଧ୍ୟରେ ଭୁଲ ବୁଝାମଣା ଦେଖା ଦେବ । ଆର୍ଥିକ ସମସ୍ୟା ଦେଖାଦେବ । ଚିନ୍ତା ରହବେ ଏବଂ ଶାରୀରିକ ଯନ୍ତ୍ରଣା ଦେଖାଯିବ ।
ମୀନ: ବିଶେଷ କାର୍ଯ୍ୟ ରୁ ଲାଭ ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଭାଇ ଭଉଣୀ ସହଯୋଗ ମିଳିବ । ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ ।