ମେଷ : ଆଜିର ଦିନଟି ପାରିବାରିକ ସମସ୍ୟା ଦେଖାଦେବ । ପ୍ରେମିଯୁଗଳଙ୍କ ପାଇଁ ଆଜିର ଦିନ ଅଶୁଭ ଅଟେ । ଅଧୁରା କର୍ଯ୍ୟା ପୁରା ହେବ । ରୋଜଗାରରେ ଲାଭ ଦାୟକ ହେବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।
ବୃଷ: ପାରିବାରିକ ଜୀବନ ସୁଖଶାନ୍ତି ରହିବ । ବ୍ୟବସାୟରେ ଯଥେଷ୍ଟ ଲାଭ ହେବ ଅତିବାହିତ କରିବେ । ଧନଲାଭ ଅବସର ମିଳିବ ।ବ୍ୟବସାୟ ପାଇଁ ଆଜିର ଦିନ ଶୁଭ ଅଟେ ।
ମିଥୁନ: ଧନଲାଭ ଅବସର ମିଳିବା । ଆର୍ଥିକ ସମସ୍ୟା ଦୂର ହେବ । ଅଫିସ କାର୍ଯ୍ୟରୁ ସଫଳ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରେ କାଟିବେ ।
କର୍କଟ : ବିଦ୍ୟାର୍ଥୀଙ୍କ ପାଇଁ ଏହି ଦିନଟି ଶୁଭମୟ ।ବନ୍ଧୁ ଓ ଭାଇ ଠାରୁ ଆପଣଙ୍କୁ ସାହାର୍ଯ୍ୟ ମିଳିବ । ପରିଶ୍ରମ ଧନଲାଭ ହେବ । ବ୍ୟବସାୟ ଲାଭ ହେବ ।
ସିଂହ: କର୍ମକ୍ଷତ୍ରରେ ଚଞ୍ଚଳ ରହିବେ । ମନ ଉତ୍ସାହିତ ରହିବ । ଅଯତା ଖର୍ଚ୍ଚରୁ ଦୂରେଇ ରହିବେ । ଘର ପାଇଁ ନୂଆ ଜିନିଷ କିଣିବେ । କଳା ସାହିତ୍ୟ ରେ ସଫଳତା ପ୍ରାପ୍ତି ହେବେ ।
କନ୍ୟା : ରାଜନୀତିରେ ସାମିଲ ହେବେ । ଶିକ୍ଷା କ୍ଷେତ୍ର ରେ ସଫଳତା ପ୍ରାପ୍ତି ହେବ । ବୈବହିକ ଜୀବନ ସମସ୍ୟା ଆସିବ । ସାଙ୍ଗମାନଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ ।
ତୁଳା : ପ୍ରେମ ସମ୍ପର୍କ ସୁଖମୟ ରହିବ । ଅଫିସ୍ କାର୍ଯ୍ୟରେ ବିଦେଶ ଯାତ୍ରା କରିବେ । ଋଣ ଠାରୁ ଦୂରେଇ ରହିବେ । ପ୍ରେମିଯୁଗଳ ପାଇଁ ଦିନଟି ଶୁଭ ।
ବିଛା: ମନ ଶାନ୍ତ ରହିବି । ସ୍ୱସ୍ଥ୍ୟରେ ଉନ୍ନତି ହେବ । ପ୍ରେମ ସମ୍ପକ ଦୃଢ ହେବ । ପରିବାର ସହ ସମୟ ବିତାଇବେ ।
ଧନୁ: ନିବେଶରୁ ଲାଭ ପାଇବେ । ଆତ୍ମବିଶ୍ୱାସ ସହ କାର୍ଯ୍ୟ ସମ୍ପାଗନ କରିବେ । କାର୍ଯ୍ୟରୁ ଆଶାଜନକ ଫଳ ପ୍ରାପ୍ତ ପାଇବୋ
ମକର: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ । ଶାରୀରିକ ଯନ୍ତ୍ରଣା ପାଇବେ । ବ୍ୟବସାୟ କ୍ଷତି ଘଟିବେ । ଖେଳାଳିଙ୍କୁ ସଫଳତା ମିଳିବ ।
କୁମ୍ଭ: ଦିନଟି ମିଶ୍ରଫଳ ପ୍ରଦାନ କରିବେ ଧାର୍ମିକ କାର୍ଯ୍ୟ କରିବେ । ସମାଜ ମାନ ପ୍ରତିଷ୍ଠା ବଢିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମୀନ: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା କୃତକାର୍ଯ୍ୟା ହେବେ । ବିଶେଷ କାର୍ଯ୍ୟ ରୁ ଲାଭ ପ୍ରାପ୍ତି ହେବ ।