ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ପ୍ରତିବାଦ ବନ୍ଦ ରଖି ନିଜ ଆସନରେ ବସିଲେ ବିଜେଡି ବିଧାୟକ

0

ଭୁବନେଶ୍ୱର : ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ପ୍ରତିବାଦ ବନ୍ଦ ରଖି ନିଜ ଆସନରେ ବସିଲେ ବିଜେଡି ବିଧାୟକ | ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରୁଛନ୍ତି | ବାଚସ୍ପତିଙ୍କ ଘୋଷଣା, ବିରୋଧୀ ଦଳ ଦାବି ଉପରେ ଆସନ୍ତାକାଲି ମୋସନ ଜରିଆରେ ଆଲୋଚନା ହେବ | ହେଲେ ଗୃହ ମଧ୍ୟ ଭାଗରେ ଉଭୟ କଂଗ୍ରେସ ଓ ବିଜେପିର ପ୍ରତିବାଦ ଜାରି |