ଶିଶୁ ଅତ୍ୟାଚାର ରୋକିବା ପାଇଁ ପ୍ରୟାସ

(ଅମର ଦେହୁରୀ): କେନ୍ଦୁଝର ଜିଲ୍ଲା ମାତାରିଣୀ ପାଲା ମଣ୍ତପ ଠାରେ ଚାଇଲ୍ଡଲାଇନ୍ କୋଲାବ ମନୋଜ ମଞ୍ଜରୀ ଶିଶୁ ଭବନ ପକ୍ଷରୁ ଶିଶୁ ନିର୍ୟାତିତକୁ ବନ୍ଦ କରିବା ପାଇଁ ଏକ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଅନାଥ,ଅସହାୟ,ବିପଦରେ ପଡିଥିବା ଶିଶୁ ମାନଙ୍କୁ ସାହାଯ୍ୟ ତଥା ସୁରକ୍ଷା ପ୍ରଦାନ ପାଇଁ ୧୦୯୮ର ସହାୟତା ଓ ସହଯୋଗ କରିପାରିବେ ଜ୍ଝ ରାସ୍ତାରେ ବୁଲୁ ଥିବା ଶିଶୁ,ହିଂସାର ଶିକାର ହୋଇଥିବା ଥିବା ଶିଶୁ,ଭିନ୍ନକ୍ଷମ ଶିଶୁ,ଯୌନ ଶୋଷଣର ଶିକାର ହୋଇଥିବା ଶିଶୁ ରୋକିବା ପାଇଁ ୧୦୯୮ର ସହାୟତା ନେବା ପାଇଁ କେନ୍ଦୁଝରର ସହଯାେଗି ଅନୁଷ୍ଟାନ ମନାେଜ ମଞ୍ଜରୀ ଶିଶୁ ଭବନ ଜଣାଇଁଛନ୍ତି ଜ୍ଝ ଦସ୍ତକତ ଅଭିଯାନରେ ଘଟଗାଁର ବିଭିନ୍ନ ଯୁବ ଯୋଗ ଗୋଷ୍ଠୀ ,ବୁଦ୍ଧିଜୀବି,ମହାବିଦ୍ୟାଳୟର ଛାତ୍ରଛାତ୍ରି,ଗଣମାଧ୍ୟୟମ ଆଦି ସାମିଲ ହୋଇଥିଲେ । ଜ୍ଝଏହି କାର୍ୟ୍ୟକୁ ତୂରାନୀତ କରିବା ପାଇଁ ମୁଖ୍ୟ ଅତିଥିଭାବେ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ,ସମ୍ମାନୀତ ଅତିଥି ଭାବେ ଘଟଗାଁ ଥାନା ଅଧିକାରୀ ,ସମାଜସେବୀ ସଂଜୟ ମିଶ୍ର ଯୋଗ ଦେଇ ଥିଲେ ଜ୍ଝକାର୍ୟ୍ୟକ୍ରମକୁ ସହଯୋଗ କରିବା ପାଇଁ ଅନୁଷ୍ଟାନର ସଂଯୋଜକ ରୁଦ୍ଧି ସୁନ୍ଦର ମିଶ୍ର,ଦଳ ସଦସ୍ୟ ସୁଜାତା ଦେହୁରୀ,ପ୍ରିୟବ୍ରତ ସାମଲ,ଡଲି ନାଏକ,ସତ୍ୟରଞ୍ଜନ ନାଏକ ଓ ସୂଚ୍ଚ୍ଥାେସେବୀ ପ୍ରବୀଣ କୁମାର ନାଏକ ସାମିଲ ହୋଇଥିଲେ ।