ନୂଆଦିଲ୍ଲୀ– ଦେଶରେ ୨୪ ଘଣ୍ଟାରେ ୪୨ହଜାର ୧୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହା ସହ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୨ ଲକ୍ଷ ୧୬ ହଜାର ୩୩୭କୁ ବୃଦ୍ଧି ପାଇଛି । ସେହିପରି ଆଜି ୩ହଜାର ୯୯୮ ଜଣ ମୃତ୍ୟୁବରଣ କରିଛନ୍ତି ।ସେହିପରି ଦେଶରେ ୨୪ଘଣ୍ଟାରେ ୪୨ ହଜାର୧୫ ଜଣ ସଂକ୍ରମିତ ହୋଇଥିବାବେଳେ ୩୬ହଜାର ୯୭୭ଜଣ ସୁସ୍ଥ ହୋଇଛନ୍ତି ।ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୨ଲକ୍ଷ ୧୬ଲକ୍ଷ ୩୩୭ କୁ ବୃଦ୍ଧି ପାଇଛି । ୩କୋଟି ୩ଲକ୍ଷ ୯୦ ହଜାର ୬୮୭ ଜଣ ସୁସ୍ଥ ହୋଇଥିବାବେଳେ ୪ ଲକ୍ଷ୭ହଜାର ୧୭୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।