Browsing Tag

COVID-19

ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି

ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା ସାମ୍ନାକୁ ଆସିବା ସହ କରୋନା ସଂକ୍ରମଣ ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି.…
Read More...

ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଓଡ଼ିଶାରେ ସତର୍କତା

ଗତ କିଛି ସପ୍ତାହ ମଧ୍ୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏକାଧିକ କୋଭିଡ-୧୯ ମାମଲା ଏବଂ ଦୁଇ ଜଣ ସନ୍ଦିଗ୍ଧ ମୃତ୍ୟୁ ରିପୋର୍ଟ ହେବା ପରେ, ଓଡ଼ିଶା ସରକାର ରାଜ୍ୟରେ ଏହାର ପ୍ରସାରକୁ ରୋକିବା ପାଇଁ ସତର୍କତା ଏବଂ ପ୍ରସ୍ତୁତି ପଦକ୍ଷେପକୁ ବୃଦ୍ଧି କରିଛନ୍ତି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…
Read More...

ରାଜ୍ୟରେ ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର-: ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ । ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୩୩ । ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା…
Read More...

ରାଜ୍ୟରେ ଯଦି କରୋନା ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜ୍ୟରେ ପ୍ରତିଦିନ କିଛି କିଛି କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି । ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯ ଏବଂ ପୁରୀ,…
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ କୋଭିଡ୍‌ ସମୀକ୍ଷା ବୈଠକ

ନୂଆଦିଲ୍ଲୀ-: ଦେଶରେ କଡ଼ ଲେଉଟେଉଛି ଭୟଙ୍କର କରୋନା। ଭାରତର ବିଭିନ୍ନ ସ୍ଥାନରେ ଏବେ କରୋନା ରୋଗୀ ଚିହ୍ନଟ ହେବା ଆରମ୍ଭ ହେଲାଣି । ଦେଶରେ ଲଗାତାର କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ୨୩ ମେ’ରେ ଦେଶରେ ନୂଆ ୨୯ ମାମଲା ରେକର୍ଡ କରାଯାଇଥିଲା । ଗୁଜରାଟ ଅହମଦାବାଦରୁ ୨୦, ୟୁପିରୁ ୪ ଓ…
Read More...

ଫେରିଲା ମାସ୍କ : ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟକୁ ପେରିଲା କରୋନା । ଓଡ଼ିଶାରୁ ଚିହ୍ନଟ ହେଲା ଜଣେ ପଜିଟିଭ ଚିହ୍ନଟ । ଗତ ୨୪ ଘଣ୍ଟାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ…
Read More...

ଦେଶରେ ୫୦୦ ତଳକୁ ରହିଛି କୋଭିଡ-୧୯ ସଂକ୍ରମଣ ସଂଖ୍ୟ

ନୂଆଦିଲ୍ଲୀ: କୋଭିଡ-୧୯ ରୁ ସାମାନ୍ୟ ଆସ୍ୱସ୍ତି । ଆଜି ଦେଶରେ ସଂକ୍ରମଣ ସଂଖ୍ୟ ୫୦୦ ତଳକୁ ରହିଥିବା ବେଳେ ସକ୍ରିୟ ଆକ୍ରନ୍ତଙ୍କ ସଂଖ୍ୟ ୬ହଜର ତଳକୁ ରହିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ…
Read More...

ରାଜ୍ୟରେ ୫୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଦେଶରେ କମୁଥିବା ବେଳେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୨ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କିଛି ଦିନ ହେବ ରାଜ୍ୟରେ ମୁଣ୍ଡ ବ୍ୟଥାର କାରଣ ସାଜିଛି ।ଏବେ ରାଜ୍ୟରେ ୩୨୭୦ ଟି…
Read More...

ଦେଶରେ ୧୨ ହଜାର ଟପିଲା ଆକ୍ରନ୍ତଙ୍କ ସଂଖ୍ୟା ,୨୪ ଘଣ୍ଟାରେ ଗଲା ୪୨ ଜୀବନ

ନୂଆ ନିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ପୁଣି ୧୨ ହଜାର ଟପିଲା କରୋନା ସଂକ୍ରମଣଙ୍କ ସଂଖ୍ୟା ଏହକୁ ମିଶାଇ ୬୭ ହଜାର ହେଲାଣି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ତଥ୍ୟ ଅନୁସାରେ ଆଜି ସକାଳ ୮ଟା ସୁଦ୍ଧା ୧୨,୧୯୩ ନୂତନ ସଂକ୍ରମଣ ଚିହ୍ନଟ…
Read More...

ବଢି ଚାଲିଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା

ଭୁବନେଶ୍ୱର: ଦିନକୁ ଦିନ ବଢିବାଲେ ଲାଗିଛି କୋଭିଡ-୧୯ । କୋଭିଡ ସଂକ୍ରମଣ ବଢିବାକୁ ଅଖି ଆଗରେ ରଖି ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ପାଇଁ ନିର୍ଦେଶ ଦିଆଯାଇଛି । ଏହାକୁ ନେଇ ସବୁ ମେଡିକାଲ କଲେଜ ଅଧିକ୍ଷକ, ସିଡିଏମଓ ଙ୍କୁ ସ୍ୱାସ୍ଥ୍ୟ ନିର୍ଦେଶକ ଚିଠିଦେବା ସହିତ ୪ ମେଡିକାଲ କଲେଜ ରେ ୨୦ଟି…
Read More...