Browsing

Video

ଡ଼୍ରାଇଭର ମହାସଂଘର ସମାବେଶ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ଓଡ଼ିଶା ଡ଼୍ରାଇଭର ମହାସଂଘର କୁଜଙ୍ଗ ଶାଖା ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୩୦୦ ଶହରୁ ଉଦ୍ଧ୍ୱର୍ ଡ୍ରାଇଭର ମାନଙ୍କୁ ନେଇ କୁଜଙ୍ଗ ତାଳଦଣ୍ଡା ନିକଟରୁ ଏକ ବିଶାଳ ରାଲି ବାହାରି ସନ୍ତରା ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏଥିରେ ଓଡ଼ିଶା…
Read More...

ସିଂହ ଦୁଆରରେ ଭକତ ଭିଡ଼

ପୁରୀ: ଖୋଲିଲା ଜଗାର ସଂହ ଦୁଆର । ଭକ୍ତ ଆଜି ଛଳଛଳ ଆଖିରେ ଦେଖିବ ଜଗତର ନାଥ ଜଗନ୍ନାଥଙ୍କୁ କେତେ ଦିନର ଅପେକ୍ଷାର ଆଜି ଅନ୍ତ ଘଟୁଛି । ପୁଣି ଭକ୍ତ ଆଉ ଭଗବାନଙ୍କର ହେଉଛି ଅପୂର୍ବ ମିଳନ । ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମିଳିଛି ଅନୁମତି । କୋରୋନା କଟକଣା ଭିତରେ କାଳିଆ…
Read More...

କୁକୁଡ଼ା ଫାର୍ମ ଚାଷୀ ମାନଙ୍କ ଚେତାବନୀ

(ଗୋପ/ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ନିମାପଡ଼ା,ଗୋପ୍ ବ୍ଲକର ଶତାଧିକ କୁକୁଡ଼ା ଚାଷୀ ମାନଙ୍କର ଗତ ୨୦୧୯ମସିହା ଫନିରେ ଖ୍ୟତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ଅବହେଳା କରିଛନ୍ତି ।, ଚାଷୀମାନଙ୍କ ଖ୍ୟୟଖ୍ୟତି ଆକଳନରେ ପାତର ଅନ୍ତର ନୀତି, ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦେଶ ସତ୍ୱେ…
Read More...

ନିୟମକୁ ଫୁ: ୱାର୍ଡ ସରକାରୀବାବୁଙ୍କ ଚାଲିଛି ମନମାନୀ

ଭୁବନେଶ୍ୱର/ରାଜେଶ ସାହୁ: ରାଜଧାନୀ ଭୁବନେଶ୍ୱରର ବିକାଶ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ରହିଛି ମୋଟ ୬୭ ୱାର୍ଡ ରହିଛି । ୱାର୍ଡର ଉନ୍ନତିକରଣ ଓ ୱାର୍ଡବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ହେଉଛି ମୁଖ୍ୟ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ପାଇଁ ତଥା ସରକାରୀ ଯୋଜନାରେ ସ୍ୱଚ୍ଛତା…
Read More...

ତୃଣମୂଳ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ

ରାଜେଶ ସାହୁ (ରିପୋର୍ଟସ ଟୁଡେ) : ରାଜ୍ୟରେ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି । ଏପରିକି ପୌର ନିର୍ବାଚନରେ ସଂରକ୍ଷଣ ସମ୍ବନ୍ଧୀୟ ଦୁଇଟି ଆଇନରେ ଏପର‌୍ୟ୍ୟନ୍ତ ସଂଶୋଧନ ଅଣାଯାଇନି । ଏହାକୁ କ୍ୟାବିନେଟ୍ରେ ଅନୁମୋଦନ, ବିଧାନସଭାରେ ପାରିତ କରିବା ବାକି ଅଛି। ହେଲେ ରାଜ୍ୟରେ…
Read More...

ଶେଷ ହେବା ସମୟରେ ଆରମ୍ଭ ହୋଇନାହିଁ ରେଳ ଡିଭିଜନ କାର୍ଯ୍ୟ

ରାୟଗଡା(ମନୋଜ କୁମାର ସାହୁ): ରାୟଗଡାରେ ରେଳ ଡିଭିଜନ ସ୍ଥାପନ ନେଇ ଅଢ଼େଇ ବର୍ଷ ତଳେ ଘୋଷଣା ହେଇଥିଲେ ମଧ୍ୟ କାମ ଆଗକୁ ବଢ଼ୁ ନାହିଁ । ଏହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ଦେଖାଦେବାରୁ ରେଳ ଡିଭିଜନ ସ୍ଥାପନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ୨୦୧୯ ସାଧାରଣ ନିର୍ବାଚନ…
Read More...

ସାଲିଆ ସାହି ବସ୍ତିରୁ ବେଆଇନ ମଦ ଜବତ

ଭୁବନେଶ୍ୱର(ରିପୋର୍ଟସ ଟୁଡେ): ଅବକାରୀ ବିଭାଗ ଦ୍ୱାରା ୧୦୦୦ ଲିଟର ଦେଶି ମଦ ସହିତ ୮୦୦୦ ଲିଟର ପାଉଚ ସାଲିଆ ସାହିରୁ ଜବତ । ଏଥିରେ ୮ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଓଡିଶାର ସର୍ବବୃହତ ସାଲିହା ସାହି ବସ୍ତିର ଶିଖର ଚଣ୍ଡି ସ୍ଥାନରୁ ଏହି ବେଆଇନ ମଦ ତିଆରି ହେଉଥିବା ବେଳେ…
Read More...

ଆଜାଦି କି ଅମୃତ ସାଇକେଲ ଶୋଭାଯାତ୍ରା

କଟକ/ଜଗନ୍ନାଥ ମହାନ୍ତି :୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ର ସରକାର ଆଜାଦି କି ଅମୃତ ମହୋତ୍ସବର ଶୁଭାରମ୍ଭ ମଧ୍ୟ କରିଛନ୍ତି । ତେବେ ଏହି ଦେଶ ପ୍ରେମକୁ ଆହୁରି ଜାଗ୍ରତ କରିବା ପାଇଁ କଟକ ଆୟକର ଭବନ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସାଇକେଲ ରାଲି। ଯାହା କଟକରୁ…
Read More...

ଲକଡାନରେ ଖୁଲମ ଖୁଲା ଦେହ ବ୍ୟବସାୟ, ସବୁ ଜାଣି ପୁଲିସ ଚୁପ

(ରିପୋଟର୍ସ ଟୁଡେ): ସଂପୂର୍ଣ୍ଣ ରାଜଧାନୀ ଏବେ ଖାଁ ଖାଁ । କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହର ଏତେ ଭୟଙ୍କର ଯେ ଲୋକ ମାନେ ଘରୁ ବାହାରିବାକୁ ଡରୁଛନ୍ତି । ହେଲେ କରୋନାର ଏଭଳି ସ୍ଥିତିରେ ଏମାନେ ବିଚ ରାସ୍ତାରେ ନିଜ ଜୀବନକୁ…
Read More...

କୋଭିଡ କଟକଣା ଭିତରେ ହେବ ଚନ୍ଦନ ଯାତ୍ରା

(ଜୟନ୍ତ ସେଠୀ/ ଗୋପ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କ ଅଧକ୍ଷତାରେ ହୋଇଥିବା ଭରଚୁଆଲ ବୈଠକ ଶେଷ ହୋଇଛି। ଚଳିତ ବର୍ଷ କୋଭିଡ କଟକଣାରେ ବାହାରେ ହେବ ଚନ୍ଦନଯାତ୍ରା। ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା। ୧୧ରେ ହେବ ଛତିଶା ନିଯୋଗ ବୈଠକ। ଏହା ପୂର୍ବରୁ ଜିଲ୍ଲାପାଳ…
Read More...