ଓବିସିଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଯିବ ବିଜେଡି
ରାଜେସ ସାହୁ: ରାଜ୍ୟରେ ଓବିସି ରାଜନୀତି ସରଗରମ । ପୁଣି ବିଜେଡି ଦାବି କଲା ଜାତିଭିତ୍ତିକ ଜନଗଣନା । କହିଲା, ଏନଡିଏ ସହଯୋଗୀ ଦଳ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରୁଥିବା ବେଳେ ବିଜେପି ଚୁପ୍ କାହିଁକି? ଏପଟେ କଂଗ୍ରେସ ଏହାକୁ ସ୍ୱାଗତ କରିଛି ।
ନିର୍ବାଚନ ଯେତେ ପାଖଉଛି ସେତେ ସରଗରମ…
Read More...
Read More...